Lok Sabha Elections 2024: ଦେଶର ସେହି ଲୋକସଭା ଆସନ ଯେଉଁଠି ପ୍ରଥମ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ
Advertisement

Lok Sabha Elections 2024: ଦେଶର ସେହି ଲୋକସଭା ଆସନ ଯେଉଁଠି ପ୍ରଥମ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

Lok Sabha Elections 2024 Voting: ଅପ୍ରେଲ ୧୯ ଶୁକ୍ରବାର ଅନୁଷ୍ଠିତ ହେବ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। 

 

Lok Sabha Elections 2024: ଦେଶର ସେହି ଲୋକସଭା ଆସନ ଯେଉଁଠି ପ୍ରଥମ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ

Lok Sabha Election 2024 Phase 1 Voting: ବହୁ ପ୍ରତୀକ୍ଷିତ ୨୦୨୪ ଲୋକସଭା ନିର୍ବାଚନ ପାଇଁ ଅପ୍ରେଲ ୧୯ ଶୁକ୍ରବାର ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ  ୨୧ ରାଜ୍ୟର ୧୦୨ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଏନେଇ ନିର୍ବାଚନ ଆୟୋଗ ପକ୍ଷରୁ ପ୍ରସ୍ତୁତି ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଛି। କେଉଁ ରାଜ୍ୟର କେଉଁ ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ଦେଖନ୍ତୁ ତାହାର ସମ୍ପୂର୍ଣ୍ଣ ତାଲିକା। 

ଅରୁଣାଚଳ ପ୍ରଦେଶ: ସମସ୍ତ ୨ ଲୋକସଭା ଆସନ

  • ଅରୁଣାଚଳ ପୂର୍ବ
  • ଅରୁଣାଚଳ ପଶ୍ଚିମ

ଆସାମ: ୫ ଲୋକସଭା ଆସନ 

  • କାଜିରଙ୍ଗା
  • ସୋନିତପୁର
  • ଲକ୍ଷ୍ମୀପୁର
  • ଡିବ୍ରୁଗଡ 
  • ଜୋରହାଟ୍ 

ବିହାର: ୪ ଲୋକସଭା ଆସନ 

  • ଔରଙ୍ଗାବାଦ 
  • ଗୟା 
  • ନାୱାଦା 
  • ଜମୁଇ 

ଛତିଶଗଡ: ୧ ଲୋକସଭା ଆସନ 

  • ବସ୍ତର 

ମଧ୍ୟପ୍ରଦେଶ: ୬ ଲୋକସଭା ଆସନ

  • ସିଦ୍ଧି
  • ଶାହାଡୋଲ
  • ଜବଲପୁର 
  • ମାଣ୍ଡଲା 
  • ବାଲାଘାଟ
  • ଛିନ୍ଦୱାଡା଼

ମହାରାଷ୍ଟ୍ର: ୫ ଲୋକସଭା ଆସନ

  • ରାମଟେକ୍
  • ନାଗପୁର
  • ଭଣ୍ଡାରା-ଗୋଣ୍ଡିଆ
  • ଗଡ଼ଚିରୋଲି-ଚିମୁର
  • ଚନ୍ଦ୍ରପୁର

ମଣିପୁର: ସମସ୍ତ ୨ ଲୋକସଭା ଆସନ
ଇନର ମଣିପୁର
ଆଉଟର ମଣିପୁର 

ମେଘାଳୟ: ସମସ୍ତ ୨ ଲୋକସଭା ଆସନ 

  • ଶିଲଙ୍ଗ
  • ଟୁରା 

ମିଜୋରାମ: ସମସ୍ତ ୧ ଲୋକସଭା ଆସନ 
ମିଜୋରାମ

ନାଗାଲାଣ୍ଡ: ସମସ୍ତ ୧ ଲୋକସଭା ଆସନ

  • ନାଗାଲାଣ୍ଡ

ରାଜସ୍ଥାନ: ୧୨ ଲୋକସଭା ଆସନ

  • ଗଙ୍ଗାନଗର 
  • ବିକାନେର୍
  • ଚୁରୁ
  • ଝୁନ୍ ଝୁନ୍ 
  • ସିକର 
  • ଜୟପୁର ଗ୍ରାମୀଣ
  • ଜୟପୁର
  • ଅଲୱାର୍ 
  • ଭରତପୁର
  • କରୌଲି-ଧୌଲପୁର
  • ଦୌସା
  • ନାଗୌର 

ସିକ୍କିମ୍: ସମସ୍ତ ୧ ଲୋକସଭା ଆସନ

  • ସିକ୍କିମ୍

ତାମିଲନାଡୁ: ସମସ୍ତ ୩୯ ଆସନ

  • ତିରୁଭାଲୁର 
  • ଚେନ୍ନାଇ ଉତ୍ତର
  • ଚେନ୍ନାଇ ଦକ୍ଷିଣ 
  • ଚେନ୍ନାଇ କେନ୍ଦ୍ର 
  • ଶ୍ରୀପେରୁମ୍ବୁଦୁର 
  • କାଞ୍ଚିପୁରମ୍ 
  • ଆରାକ୍କୋନାମ୍ 
  • ଭେଲୋର
  • କୃଷ୍ଣଗିରି
  • ଧର୍ମାପୁରୀ
  • ତିରୁଭାନ୍ନାମଲାଇ
  • ଆରାନି 
  • ଭିଲୁପୁରମ୍ 
  • କାଲ୍ଲାକୁରିଚି
  • ସାଲେମ୍ 
  • ନମାକ୍କଲ୍ 
  • ଏରୋଡ଼ 
  • ତିରୁପୁର
  • ନୀଳଗିରି
  • କୋଏମ୍ବାଟୁର 
  • ପୋଲାଚି
  • ଡିଣ୍ଡିଗୁଲ୍ 
  • କରୁର
  • ତିରୁଚିରାପଲ୍ଲୀ 
  • ପେରମ୍ବାଲୁର
  • କୁଡାଲୋର
  • ଚିଦାମ୍ବରମ୍ 
  • ମାୟିଲାଦୁଥୁରାଇ
  • ନାଗାପାଟ୍ଟିନମ୍ 
  • ତାଞ୍ଜାଭୁର 
  • ଶିବଗଙ୍ଗା
  • ମଦୁରାଇ
  • ଥେନି 
  • ବିରୁଧୁନଗର
  • ରାମନାଥପୁରମ୍
  • ଥୋଥୁକ୍କୁଡି଼
  • ଟେନକାସୀ 
  • ତିରୁନେଲଭେଲି
  • କନ୍ୟାକୁମାରୀ

ତ୍ରିପୁରା: ୧ ଲୋକସଭା ଆସନ

  • ତ୍ରିପୁରା ପଶ୍ଚିମ

ଉତ୍ତରପ୍ରଦେଶ: ୮ ଲୋକସଭା ଆସନ

  • ସାହାରନପୁର 
  • କୈରାନା 
  • ମୁଜାଫରନଗର
  • ବିଜନୌର 
  • ନଗିନା
  • ମୁରାଦାବାଦ
  • ରାମପୁର 
  • ପିଲିଭିତ

ଉତ୍ତରାଖଣ୍ଡ: ସମସ୍ତ ୫ ଲୋକସଭା ଆସନ

  • ତେହେରୀ ଗଡୱାଲ୍
  • ଗଡ଼ୱାଲ୍
  • ଆଲମୋରା 
  • ନୈନିତାଲ-ଉଦ୍ଧାମସିଂହ ନଗର
  • ହରିଦ୍ୱାର 

ପଶ୍ଚିମବଙ୍ଗ: ୩ ଲୋକସଭା ଆସନ

  • କୁଚବିହାର
  • ଆଲିପୁରଦ୍ୱାର
  • ଜଳପାଇରୀଗୁଡ଼ି

ଆଣ୍ଡାମାନ ଏବଂ ନିକୋବର: ସମସ୍ତ ୧ ଲୋକସଭା ଆସନ 

  • ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ 

ଜାମୁ କାଶ୍ମୀର: ୧ ଲୋକସଭା ଆସନ
ଉଦ୍ଧାମପୁର

ଲକ୍ଷାଦୀପ: ସମସ୍ତ ୧ ଲୋକସଭା ଆସନ

  • ଲକ୍ଷାଦୀପ

ପୁଦୁଚେରୀ: ସମସ୍ତ ୧ ଲୋକସଭା ଆସନ

  • ପୁଦୁଚେରୀ