Advertisement
Article Detail0/zeeodisha/odisha2173657
Zee OdishaOdisha PoliticsOdisha Election 2024: ୧୫ରୁ ଅଧିକ ଆସନ ପାଇବ ବିଜେପି: ଅପରାଜିତା

Odisha Election 2024: ୧୫ରୁ ଅଧିକ ଆସନ ପାଇବ ବିଜେପି: ଅପରାଜିତା

Odisha Election 2024: ବିଜେପି ଏଥର ୧୫ରୁ ଅଧିକ ଆସନରେ ଜିତିବ। ଏହା କହିଛନ୍ତି ଭୁବନେଶ୍ୱର ପାଇଁ ପୁଣିଥରେ ପ୍ରାର୍ଥୀ ହୋଇଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ। ‘ରାଜ୍ୟରେ ଏକ ଅଣ୍ଡର କରେଣ୍ଟ ଚାଲିଛି। ଯେଉଁଭଳି ଭାବେ ଶାସନ ରାଜ୍ୟରେ ଚାଲିଛି ତାହାକୁ ଲୋକେ ଭଲ ଭାବେ ଜାଣି ସାରିଛନ୍ତି। 

 

ସୌଜନ୍ୟ-ସୋସିଆଲ ମିଡି଼ଆ
ସୌଜନ୍ୟ-ସୋସିଆଲ ମିଡି଼ଆ

Odisha Election 2024: ବିଜେପି ଏଥର ୧୫ରୁ ଅଧିକ ଆସନରେ ଜିତିବ। ଏହା କହିଛନ୍ତି ଭୁବନେଶ୍ୱର ପାଇଁ ପୁଣିଥରେ ପ୍ରାର୍ଥୀ ହୋଇଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ। ‘ରାଜ୍ୟରେ ଏକ ଅଣ୍ଡର କରେଣ୍ଟ ଚାଲିଛି। ଯେଉଁଭଳି ଭାବେ ଶାସନ ରାଜ୍ୟରେ ଚାଲିଛି ତାହାକୁ ଲୋକେ ଭଲ ଭାବେ ଜାଣି ସାରିଛନ୍ତି। ଏଠାରେ ଭୋଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚେହେରା ବ୍ୟବହାର କରାଯାଉଛି କିନ୍ତୁ ଶାସନ ଆଉଜଣେ କରୁଛନ୍ତି’ବୋଲି କହିଛନ୍ତି ଅପରାଜିତା। ଏହା କହି ସେ ସିଧା ସଳଖ ୫ଟି ଅଧ୍ୟକ୍ଷ ପାଣ୍ଡିଆନ୍‍ଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ପୁଣିଥରେ ଲଢ଼ିବାକୁ ସୁଯୋଗ ପାଇଥିବାରୁ ଅପରାଜିତା ପ୍ରଧାନମନ୍ତ୍ରୀ, ଦଳୀୟ ସଭାପତି ଓ ଅନ୍ୟ ବରିଷ୍ଠ ନେତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅପରପକ୍ଷେ ରାଜ୍ୟରୁ ଲୋକସଭା ପାଇଁ ଲଢ଼ିବାକୁ  ବିଜେପି ଟିକଟ ପାଇଥିବା ପ୍ରାର୍ଥୀମାନେ ଆଜି ବିଭିନ୍ନ ଦେବାଳୟରେ ଭଗବାନଙ୍କ ଆଶୀର୍ବାଦ ନେଇ ପ୍ରଚାର ଆରମ୍ଭ କରିଛନ୍ତି।

ALSO READ: Odisha Election 2024: ନଜର ପକାନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜନୈତିକ କ୍ୟାରିୟର ଉପରେ

 

Add Zee News as a Preferred Source
About the Author