राज्य चुनें
ଏହା ବ୍ୟତୀତ ଦକ୍ଷିଣ ରେଳବାଇର ନୂତନ ଗାଇଡଲାଇନ୍ ଅନୁଯାୟୀ ଯେଉଁ ଯାତ୍ରୀମାନେ ରେଳ ପରିସରରେ ମାସ୍କ ପିନ୍ଧିବେ ନାହିଁ ସେମାନଙ୍କୁ ମଧ୍ୟ ୫୦୦ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ ।