Lok Sabha Election 2024: ଲୋକସଭା ନିର୍ବାଚନରେ କେତେ ସିଟ୍ ପାଇବେ ​କଂଗ୍ରେସ-ବିଜେପି? ପ୍ରଶାନ୍ତ କିଶୋର କଲେ ଏହି ଭବିଷ୍ୟବାଣୀ

Prashant Kishor prediction on 2024 election: ଏହି ନିର୍ବାଚନରେ ​​କଂଗ୍ରେସ ୧୦୦ ମାର୍କ ଅତିକ୍ରମ କରିବ କି ବୋଲି ପ୍ରଶାନ୍ତ କିଶୋରଙ୍କୁ ପ୍ରଶ୍ନ ପଚରାଯାଇଥିଲା? ଏହା ଉପରେ ପି.କେ କହିଛନ୍ତି ଯେ ଲୋକସଭାରେ ବର୍ତ୍ତମାନର କଂଗ୍ରେସ ଆସନରେ କୌ ଣସି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ସେ ଦେଖୁ ନାହାଁନ୍ତି।

Lok Sabha Election 2024: ଲୋକସଭା ନିର୍ବାଚନରେ କେତେ ସିଟ୍ ପାଇବେ ​କଂଗ୍ରେସ-ବିଜେପି? ପ୍ରଶାନ୍ତ କିଶୋର କଲେ ଏହି ଭବିଷ୍ୟବାଣୀ
Image Credit: Prashant Kishor prediction on 2024 election

About the Author