Tathagata Satpathy:ତଥାଗତ କହିଲେ ବିଜେଡି ପରାଜୟର ଏଭଳି କାରଣ, ଯିଏ ଜଗନ୍ନାଥଙ୍କୁ ଛୁଇଁଛି ସେ...

(ଭୁବନେଶ୍ଵର) : ସାଧାରଣ ନିର୍ବାଚନ ସହ ବିଧାନସଭା ଫଳାଫଳରେ ବିଜେପି ରାଜ୍ୟରେ ଐତିହାସିକ ସଫଳତାର ସହ ଜନାଦେଶ ପାଇଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦଳ ମାନସ ମନ୍ଥନ ଜାରି ରଖିଛି। ଆସନ୍ତା ୧୦ତାରିଖରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜେ ତାରିଖ ଘୋଷଣା କରିସାରିଛନ୍ତି।

Tathagata Satpathy:ତଥାଗତ କହିଲେ ବିଜେଡି ପରାଜୟର ଏଭଳି କାରଣ, ଯିଏ ଜଗନ୍ନାଥଙ୍କୁ ଛୁଇଁଛି ସେ...

About the Author