UP Election 2022: କେଉଁ ଜିଲ୍ଲାରେ ଏବଂ କେଉଁ ଆସନରେ କେବେ ହେବ ମତଦାନ?
Advertisement

UP Election 2022: କେଉଁ ଜିଲ୍ଲାରେ ଏବଂ କେଉଁ ଆସନରେ କେବେ ହେବ ମତଦାନ?

ରାଜ୍ୟର ମୋଟ ୪୦୩ ବିଧାନସବା ଆସନ ଲାଗି ଫେବୃଆରୀ ୧୦ ତାରିଖରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଚାଲିବ ମତଦାନ। 

UP Election 2022: କେଉଁ ଜିଲ୍ଲାରେ ଏବଂ କେଉଁ ଆସନରେ କେବେ ହେବ ମତଦାନ?

ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ତାରିଖ ଘୋଷଣା କରାଯିବା ପରେ ଏନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ରାଜ୍ୟର ମୋଟ ୪୦୩ ବିଧାନସବା ଆସନ ଲାଗି ଫେବୃଆରୀ ୧୦ ତାରିଖରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଚାଲିବ ମତଦାନ। ଏହି ନିର୍ବାଚନର ଫଳାଫଳ ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ପ୍ରକାଶ ପାଇବ।

ଜାଣନ୍ତୁ ଉତ୍ତର ପ୍ରଦେଶର କେଉଁ ଜିଲ୍ଲାର କେଉଁ ଆସନରେ କେବେ ହେବ ମଦତାନ?   

ପ୍ରଥମ ପର୍ଯ୍ୟାୟ

  • ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୧୪ ଜାନୁଆରୀ 
  • ନାମାଙ୍କନ ଦାଖଲ କରିବାର ଶେଷ ତାରିଖ: ୨୧ ଜାନୁଆରୀ
  • ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୪ ଜାନୁଆରୀ 
  • ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ: ୨୭ ଜାନୁଆରୀ
  • ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ ସଂଖ୍ୟା: ୫୮
  • ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା ସଂଖ୍ୟା: ୧୧
  • ମତଦାନ ତାରିଖ: ୧୦ ଫେବୃଆରୀ 

 
ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା 
ଶାମଲି,ମୁଜାଫରନଗର, ବାଗପତ, ମେରଠ, ହାପୁଡ଼, ଗାଜିଆବାଦ, ବୁଲନ୍ଦସହର, ମଥୁରା, ଆଗ୍ରା, ଗୌତମବୁଦ୍ଧ ନଗର, ଆଲିଗଡ଼ 

ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ
ମୀରାପୁର, ସିୱାଲଖାସ୍, ସରଧାନା, ମଥୁରା, ବଳଦେବ, ଏତମାଡପୁର, ଫତେହପୁର ସିକ୍ରି, ହାସ୍ତିନାପୁର, କିଠୌର, ମେରୁଠ କ୍ୟାଣ୍ଟ, ମେରୁଠ, ମେରୁଟ ଦକ୍ଷିଣ, ଗାଜିଆବାଦ, ମୋଦୀ ନଗର, ଧୌଲାନା, ହାପୁଡ଼, ଗଢମୁକ୍ତେଶ୍ୱର, ନୋଏଡା, ଅନୁପସହର, ଦେବଇ, ଖୁରଜା, ଖୈର, ବାରୌଲି, ଅତରୌଲି, ଛର୍ରା, କୈରାନା, ଥାନା ଭବନ, ବରୌତ, ଦାଦ୍ରି, ଜେୱର, ସିକନ୍ଦରାବାଦ, ଖେରାଗଡ଼, ଫତେହାବାଦ, ଆଗ୍ରା କ୍ୟାଣ୍ଟ, ଆଗ୍ରା ଦକ୍ଷିଣ, ଆଗ୍ରା ଉତ୍ତର, ଆଗ୍ରା ଦେହାତ, ବୁଲନ୍ଦଶହର, ସ୍ୟାନା, ବାଗପତ, ଲୋନି, ମୁରାଦନାଗର, ସାହିବାବାଦ, ପୁରକାଜି, ମୁଜାଫରନଗର, ଶାମଲି, ବୁଢାନା, ଚରଥାୱଲ, ଛପରୌଲି, ଖତୌଲି, କୋଇଲ୍, ଆଲିଗଡ଼, ଇଗଲାସ୍, ଛଟା, ମାଣ୍ଟ, ଗୋବର୍ଦ୍ଧନ।

ଦ୍ୱିତୀୟ ପର୍ଯ୍ୟାୟ

  • ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୨୧ ଜାନୁଆରୀ 
  • ନାମାଙ୍କନ ଦାଖଲ କରିବାର ଶେଷ ତାରିଖ: ୨୮ ଜାନୁଆରୀ
  • ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨୯ ଜାନୁଆରୀ 
  • ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ: ୩୧ ଜାନୁଆରୀ
  • ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ ସଂଖ୍ୟା: ୫୫
  • ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା ସଂଖ୍ୟା: ୯
  • ମତଦାନ ତାରିଖ: ୧୪ ଫେବୃଆରୀ 

 
ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା 
ସାହାରନପୁର, ବିଜନୌର, ଅମରୋହା, ସମ୍ଭଲ, ମୁରାଦାବାଦ, ରାମପୁର, ବରେଲି, ବଦାୟୁଁ, ଶାହାଜହାଁପୁର 

ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ
ନାଗୀନା, ବରହାପୁର, ଧାମପୁର, ନେହତୌର, ବିଜନୌର, ଚାନ୍ଦପୁର, ବେହଟ, ନକୁର, ନଜୀବାବାଦ୍, ନୁରପୁର, କାଣ୍ଟ୍, ସାହାରନପୁର ନଗର, ସାହାରନପୁର, ଦେଓବନ୍ଦ, ଠାକୁରଦ୍ୱାର, ମୁରାଦାବାଦ ଦେହାତ, ରାମପୁର,ଗଙ୍ଗୋହ, ମୁରାଦାବାଦ ନଗର, କୁଣ୍ଡର୍କି, ମିଲକ, ଧନୌରା, ନୌଗାଓଁ ସାଦତ, ଅମରୋହା, ହସନପୁର, ବିଲାରୀ, ଚନ୍ଦୌସୀ ଅସମୌଲି, ଗୁନ୍ନୌର୍, ବିସୌଲି, ସହସୱାଁ, ସାହାରନପୁର, ଦାଦରୌଲି, ବିଲସି, ବାଦାୟୁଁ, କଟରା, ଜଲାଲାବାଦ, ତିହାର, ପୁୱାୟାଁ, ସମ୍ଭଲ, ସୁର, ଚାମରୌଆ, ମାରାଗଞ୍ଜ, ଭୋଜିପୁରା, ଦାତ୍ତାଗଞ୍ଜ, ବହେରୀ, ବିଠାରୀ, ଚୈନ୍ପୁର, ବରେଲି, ବରେଲି କ୍ୟାଣ୍ଟ, ଆୱଁଲା, ନୱାବଗଞ୍ଜ, ଫରୀଦପୁର, ବିଳାସପୁର, ରାମପୁର, ଶୈଖପୁର।  

ତୃତୀୟ ପର୍ଯ୍ୟାୟ

  • ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୨୫ ଜାନୁଆରୀ 
  • ନାମାଙ୍କନ ଦାଖଲ କରିବାର ଶେଷ ତାରିଖ: ୨ ଫେବୃଆରୀ 
  • ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୨ ଫେବୃଆରୀ  
  • ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ: ୪ ଫେବୃଆରୀ
  • ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ ସଂଖ୍ୟା: ୫୯
  • ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା ସଂଖ୍ୟା: ୧୬
  • ମତଦାନ ତାରିଖ: ୨୦ ଫେବୃଆରୀ 

 
ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା 
କାସଗଞ୍ଜ, ହାଥରସ, ଫିରୋଜାବାଦ, ଏଟା, ମୈନପୁରୀ, ଫରୁଖାବାଦ, କନୌଜ, ଇଟାୱା, ଔରୈୟା, କାନପୁର ଦେହାତ, କାନପୁର ନଗର, ଜାଲୌନ, ହମୀରପୁର, ମହୋବା, ଝାନ୍ସି, ଲଲିତପୁର 

ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ

ଫିରୋଜାବାଦ, ସିକୋହାବାଦ, ମରହାରା, ଜଲେସର, ସାଦାବାଦ, ସିନ୍ଦରା ରାୱ, ତୁଣ୍ଡଲା, ଜସରାନା, ସିରସାଗଞ୍ଜ, କାସଗଞ୍ଜ, ହାଥରସ, କିଶନୀ, କରଥଲ, କୌମଗଞ୍ଜ, ପଟୟାଲି, ଅଲିଗଞ୍ଜ, ଏଟା, ଅମନପୁର, ମୈନପୁରୀ, ଭୌଗାଓଁ, ଅମୃତପୁର, ଫରୁଖାବାଦ, ବିଜନୌର, ଛିବରାମଓ, ତିରୱା, କନ୍ନୌଜ, ଅକବରପୁର-ରାନିଆ, ସିକନ୍ଦର, ଭରଥାନା, ବିଧୁନା, ଔରୈୟା, ରସୁଲାବାଦ, ସିଶାମଉ, କିଦୱଇ ନଗର, କାନପୁର କ୍ୟାଣ୍ଟ୍, ମହାରାଜପୁର, ଘାଟପୁର, ମାଧୌଗଡ଼, କାଲପି, ଭୋଗନିପୁର, ବିହ୍ଲୌର, କଲ୍ୟାଣପୁର, ଔରଇ, ବବିନା, ଝାନ୍ସି ନଗର, ମଉରାନିପୁର, ଗରୌଠା, ଲଲିତପୁର, ମାହାରୌଲି, ଡିବିୟାଗଞ୍ଜ, ଗୋବିନ୍ଦନଗର, ମହୋବା, ଚରଖାରୀ, ଜସୱନ୍ତନଗର, ଇଟାୱା, ଆର୍ଯ୍ୟ ନଗର, ହମିରପୁର, ରଥ।

ଚତୁର୍ଥ ପର୍ଯ୍ୟାୟ

  • ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୨୭ ଜାନୁଆରୀ 
  • ନାମାଙ୍କନ ଦାଖଲ କରିବାର ଶେଷ ତାରିଖ: ୩ ଫେବୃଆରୀ 
  • ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୪ ଫେବୃଆରୀ  
  • ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ: ୭ ଫେବୃଆରୀ
  • ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ ସଂଖ୍ୟା: ୬୦
  • ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା ସଂଖ୍ୟା: ୯
  • ମତଦାନ ତାରିଖ: ୨୩ ଫେବୃଆରୀ 

ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା 
ପୀଲୀଭୀତ, ଲଖୀମପୁର ଖୀରୀ, ସୀତାପୁର, ହରଦୋଇ, ଉନ୍ନାଓ, ରାୟବରେଲି, ଫତେହପୁର, ବାନ୍ଦା 

ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ
ଲକ୍ଷ୍ନୌ ପଶ୍ଚିମ, ଲକ୍ଷ୍ନୌ ଉତ୍ତର, ଲକ୍ଷ୍ନୌ ପୂର୍ବ, ଲକ୍ଷ୍ନୌ କେନ୍ଦ୍ର, ଲକ୍ଷ୍ନୌ କ୍ୟାଣ୍ଟ୍, ପୀଲୀଭିତ, ଧୌରହରା, ଲଖୀମପୁର, ଲହରପୁର, ବକ୍ସି କା ତାଲାବ, ସରୋଜିନୀ ନାଗର, ହରଦୋଇ, ମଲିହାବାଦ, ବାରଖେରା, ପୁରନପୁର, ବିସୱାଁ, ସେୱାତ, ମହମୁଦାବାଦ,ସିଦ୍ଧୌଲି, ମିଶ୍ରିଖ, ଗୋଲା ଗୋକର୍ଣ୍ଣନାଥ, ଶ୍ରୀନଗର, ବିସଲପୁର, ପଲିୟା, ନିଘାସନ, ଜହାନବାଦ, ବିନ୍ଦକି, ଫତେହପୁର, ଆୟଶାହ, କାସ୍ତା, ମୋହମ୍ମଦୀ, ମହୋଲି, ସୀତାପୁର ହରଗାଓଁ, ମୋହଲଲାଲଗଞ୍ଜ, ବଛରାଓଁ, ହରଚନ୍ଦପୁର, ରାୟବରେଲି, ସରେନି, ଉଞ୍ଚାହାର, ତିଣ୍ଡୱାରୀ, ବାବେରଉ, ନରୌନୀ, ବାନ୍ଦା, ଗୋପାମଉ, ସୈଣ୍ଡୀ, ବାଙ୍ଗରମଉ, ସଫିପୁର, ମୋହାନ, ଉନ୍ନାଓ, ଭଗୱନ୍ତନଗର, ପୁରୱା, ହୁସୈନଗଞ୍ଜ, ଖାଗା, ସୱାୟଜପୁର, ଶାହାବାଦ। 

ପଞ୍ଚମ ପର୍ଯ୍ୟାୟ

  • ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୧ ଫେବୃଆରୀ  
  • ନାମାଙ୍କନ ଦାଖଲ କରିବାର ଶେଷ ତାରିଖ: ୮ ଫେବୃଆରୀ 
  • ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୯ ଫେବୃଆରୀ  
  • ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ: ୧୧ ଫେବୃଆରୀ
  • ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ ସଂଖ୍ୟା: ୬୦
  • ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା ସଂଖ୍ୟା: ୧୧
  • ମତଦାନ ତାରିଖ: ୨୭ ଫେବୃଆରୀ 

ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା 
ଶ୍ରାବସ୍ତୀ, ବହରାଇଚ, ବାରାବଙ୍କି, ଗୋଣ୍ଡା, ଅଯୋଧ୍ୟା, ଅମେଠି, ସୁଲତାନପୁର, ପ୍ରତାପଗଡ଼, କୌଶାମ୍ବି, ଚିତ୍ରକୂଟ, ପ୍ରୟାଗରାଜ

ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ
ଆହ୍ଲାବାଦ ପଶ୍ଚିମ, ଆହ୍ଲାବାଦ ଉତ୍ତର, ଆହ୍ଲାବାଦ ଦକ୍ଷିଣ, ଫାଫାମାଉ, ସୋରାଁୱ, ଫୁଲପୁର, ପ୍ରତାପପୁର, ହାଣ୍ଡିଆ, ମେଜା, କୁରସି, ରାମ ନଗର, ବାରାବଙ୍କି, ବିକାପୁର, କରଛନା, ବାରା, କୋରାଁୱ, ଅଯୋଧ୍ୟା, ଗୋସାଇଗଞ୍ଜ, ବଲହା, ବିଶ୍ୱନାଥଗଞ୍ଜ, ପ୍ରତାପଗଡ଼ ପଟ୍ଟୀ, ନାନପାରା, ମଟେରା, ମହସି, ବହରାଇଚ୍, ପୟାଗପୁର, ଜଗଦୀଶପୁର, ଗୌରୀଗଞ୍ଜ, ଭିନଗା, ଶ୍ରାବସ୍ତୀ, ମେହନୌନ୍, ଅମେଠୀ, ଇସୌଲି, ଗୋଣ୍ଡା, କଟରା ବଜାର, କରନୈଲଗଞ୍ଜ, ସୁଲତାନପୁର, କୈସରଗଞ୍ଜ, ତରବଗଞ୍ଜ, ମନକାପୁର, ଗୌରା, ରାନୀଗଞ୍ଜ, ସଦର, ଲମ୍ଭୁଆ, କାଦୀପୁର, ଚିତ୍ରକୂଟ, ମାନିକପୁର, ରାମପୁର ଖାସ୍, ଜୈଦପୁର, ବାବାଗଞ୍ଜ, କୁଣ୍ଡା, ସିରଥୁ, ମଞ୍ଝାନପୁର, ଚୈଲ, ଦରିୟାବାଦ୍, ରୁଦୌଲି, ହୈଦରଗଡ, ମିଲକୀପୁର, ତିଲାଇ, ସଲୋନ୍।

ଷଷ୍ଠ ପର୍ଯ୍ୟାୟ

  • ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୪ ଫେବୃଆରୀ  
  • ନାମାଙ୍କନ ଦାଖଲ କରିବାର ଶେଷ ତାରିଖ: ୧୧ ଫେବୃଆରୀ 
  • ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୧୪ ଫେବୃଆରୀ  
  • ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ: ୧୬ ଫେବୃଆରୀ
  • ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ ସଂଖ୍ୟା: ୫୭
  • ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା ସଂଖ୍ୟା: ୧୦
  • ମତଦାନ ତାରିଖ: ୩ ମାର୍ଚ୍ଚ 

ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା
ବଳରାମପୁର, ସିଦ୍ଧାର୍ଥନଗର, ମହାରାଜଗଞ୍ଜ, କୁଶୀନଗର, ବସ୍ତି, ସନ୍ତକବୀରନଗର, ଆମ୍ବେଦକରନଗର, ଗୋରଖପୁର, ଦେୱରିୟା, ବଲିୟା 

ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ
କଟେହରୀ, ଟାଣ୍ଡା, ବୈରିୟା, ଅଲାପୁର, ବାଂସଡୀହ, ଜଲାଲପୁର, ତୁଲସୀପୁର, ଗୈସଁଣୀ, ଗୋରଖପୁର ସହର, ଗୋରଖପୁର ଗ୍ରାମୀଣ, ଉତରୌଲା, ବଳରାମପୁର, ଚୌରୀଚୌରା, ବାଁସଗାଓଁ, ଶୋହରତଗଡ଼, କପିଲବସ୍ତୁ, ଇଟାୱା, ଡୁମରିୟାଗଞ୍ଜ, ହରୈୟା, କପ୍ତାନଗଞ୍ଜ, ରୂଦୌଲୀ, କୁଶୀନଗର, ହାଟା, ରାମକୋଲା, ବସ୍ତି ସଦର, ମହାଦେୱା, ଫେଫନା, ବଲିୟା ନଗର, ମେଁହଦୱଇ, ଖଲୀଲାବାଦ, ରସାରା, ଧନ୍ଧାଟା, ଫରେନ୍ଦା, ନୌତନୱା, ତମକୁହୀ ରାଜ, ଫାଜିଲ ନଗର, ରୁଦ୍ରପୁର, ଦେୱରିୟା, ସିସୱା, ମହାରାଜଗଞ୍ଜ, ପନିୟାରା, କୈମ୍ପିଆଗଞ୍ଜ, ପିପରାଇଚ, ସହଜନୱାଁ, ଖଜାନୀ, ଚିଲ୍ଲୁପାର, ଖଡ୍ଡା, ପଡ଼ରୌନା, ପଠାରଦେୱା, ରାମପୁର କାରଖାନା, ଭାଟପର ରାନୀ, ସଲେମପୁର, ବରହାଜ, ବେଲଥରା ରୋଡ, ସିକନ୍ଦରପୁର। 

ସପ୍ତମ ପର୍ଯ୍ୟାୟ

  • ବିଜ୍ଞପ୍ତି ପ୍ରକାଶ ପାଇବା ତାରିଖ: ୧୦ ଫେବୃଆରୀ  
  • ନାମାଙ୍କନ ଦାଖଲ କରିବାର ଶେଷ ତାରିଖ: ୧୭ ଫେବୃଆରୀ 
  • ନାମାଙ୍କନ ପତ୍ର ଯାଞ୍ଚ ତାରିଖ: ୧୮ ଫେବୃଆରୀ  
  • ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ: ୨୧ ଫେବୃଆରୀ
  • ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ ସଂଖ୍ୟା: ୫୪
  • ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା ସଂଖ୍ୟା: ୯
  • ମତଦାନ ତାରିଖ: ୭ ମାର୍ଚ୍ଚ 

ନିର୍ବାଚନ ହେବାକୁ ଯାଉଥିବା ଜିଲ୍ଲା

ଆଜମଗଡ଼, ମଉ, ଜୌନପୁର, ସନ୍ତ ରବିଦାସ ନଗର, ବାରଣାସୀ, ମିର୍ଜାପୁର, ଗାଜିପୁର, ଚନ୍ଦୌଲୀ, ସୋନଭଦ୍ରା

ଭୋଟଗ୍ରହଣ ହେବାକୁ ଯାଉଥିବା ଆସନ
ରବର୍ଟସଗଞ୍ଜ, ଓବରା, ଦୁଦ୍ଧୀ, ଦାଦାରଗଞ୍ଜ, ଅତରୌଲା, ଗୋପାଳପୁର, ସକଲଡୀହା, ସାଗରୀ, ଶିବପୁର, ମୁବାରକପୁର, ସେୱାପୁରୀ, ଭଦୋହି, ଜ୍ଞାନପୁର, ଔରାଇ, ମଧୁବନ, ଘୋସି, ମହମ୍ମଦାବାଦ ଗହନା, ମଉ, ମହମ୍ମଦାବାଦ, ସୈୟଦପୁର, ଚକିଆ, ଅଜଗର, ରୋହନିୟାଁ, ମଛଲି ସହର, ମାରିୟାହୁ, ଛାମ୍ବି, ମିର୍ଜାପୁର, ମଝୱାଁ, ଚୁନାର୍, ଶାହଗଞ୍ଜ, ଜୌନପୁର, ମହ୍ଲାନି, ବାଦଲାପୁର, ପିଣ୍ଡାରା, ଆଜମଗଡ଼, ନିଜାମାବାଦ, ଜମାନିୟା, ମୁଗଲସରାଇ, ଫୁଲପୁର- ପୱଇ, ଲାଲଗଞ୍ଜ, ମେହେରଗଡ଼, ଜାଫରାବାଦ୍, ସୈଦପୁର, ମାରିହାଁ, ବାରଣାସୀ ଉତ୍ତର, ବାରଣାସୀ ଦକ୍ଷିଣ, ବାରାଣାସୀ କ୍ୟାଣ୍ଟ, ଗାଜିପୁର, ଜଙ୍ଗୀପୁର, ଜହୁରାବାଦ, ମୁଙ୍ଗରା ବୁଲନ୍ଦ ଶହର।