Madhya Pradesh: ହାତ ଛାଡ଼ି ପଦ୍ମ ଧରିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ?

Kamal Nath: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥ ଦଳ ଛାଡିବା ନେଇ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ସମୟରେ ତାଙ୍କ ପୁଅ ମଧ୍ୟ ପାର୍ଟୀ ଛାଡିବା ନେଇ ଚର୍ଚ୍ଚା ହେଉଛି।

Madhya Pradesh: ହାତ ଛାଡ଼ି ପଦ୍ମ ଧରିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ?
Image Credit: Kamal Nath, Nakul Nath And PM Modi File Pics

About the Author