Advertisement
Photo Details/zeeodisha/odisha825347
photoDetails0hindi

ଶ୍ରୀମନ୍ଦିରକୁ ତିନି ସେଟ୍ ସୁନା 'ଚନ୍ଦ୍ର-ସୂର୍ଯ୍ଯ' ଦାନ କଲେ ପଦ୍ମଚରଣ

ମହାପ୍ରଭୁଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ (Nagarjuna Besha)ଓ ଅନ୍ଯ କେତେକ ନିର୍ଦ୍ଦିଷ୍ଟ ବେଶରେ ସୂବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ଯ ଲାଗି ହୋଇଥାଏ। ୨୬ ବର୍ଷ ପରେ ୨୦୨୦ ନଭେମ୍ବର ୨୭ରେ ମହାପ୍ରଭୁ (Lord Jagannath)ଙ୍କ ନାଗାର୍ଜୁନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। କିନ୍ତୁ କୋରୋନା (Coronavirus) କଟକଣା ଯୋଗୁଁ ଭକ୍ତଙ୍କ ମନ୍ଦିର ପ୍ର

1/3

ଭୁବନେଶ୍ୱରର ଜଣେ ଦାତା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର (Srimandir) କୁ ଦାନ କଲେ ତିନି ସେଟ୍ ସୁବର୍ଣ୍ଣର ଚନ୍ଦ୍ର-ସୂର୍ଯ୍ଯ (chandra surjya)। 

2/3

ତିନି ସେଟ୍ ଚନ୍ଦ୍ର-ସୂର୍ଯ୍ଯରେ ପ୍ରାୟ ୩୧୯ଗ୍ରାମ ଓଜନର ସୂନା ଓ ୮୨୨ଗ୍ରାମ ଓଜନରରୂପା ବ୍ଯବହାର ହୋଇଥିବା ଜଣାପଡିଛି। 

3/3

ଭୁବନେଶ୍ବରର ପଦ୍ମଚରଣ ପାତ୍ର ନାମକ ଏହି ଦାତା ଜଣକ ପରିବାର ସହ ଶ୍ରୀମନ୍ଦିର କାର୍ଯ୍ଯାଳୟକୁ ଆସି ରବିବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚନ୍ଦ୍ର-ସୂର୍ଯ୍ଯ ପ୍ରଦାନ କରିଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି।