Matric Exam: ପରୀକ୍ଷା ପୂର୍ବରୁ ଲିକ୍ ହୋଇଛି ମାଟ୍ରିକ୍ ପ୍ରଶ୍ନପତ୍ର

Matric Exam: ମାଟ୍ରିକ୍ ପରୀକ୍ଷାରେ ଲିକ୍ ହୋଇଛି ପ୍ରଶ୍ନପତ୍ର। ପରୀକ୍ଷା ପୂର୍ବ ଭାଇରାଲ ହୋଇଛି ଗଣିତ ପ୍ରଶ୍ନପତ୍ର।କେନ୍ଦୁଝର ଜିଲ୍ଲାରେ ପରୀକ୍ଷା ପୂର୍ବରୁ ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ସାମ୍ନାକୁ ଆସିଛି। ମାତ୍ର ବୋର୍ଡ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଲିକ ଖବରକୁ ଖାରଜ କରୁଛନ୍ତି।

Matric Exam: ପରୀକ୍ଷା ପୂର୍ବରୁ ଲିକ୍ ହୋଇଛି ମାଟ୍ରିକ୍ ପ୍ରଶ୍ନପତ୍ର

About the Author