Basant Panchami 2024: ବସନ୍ତ ପଞ୍ଚମୀରେ ଘରକୁ ଆଣନ୍ତୁ ଏହି ଜିନିଷ, ଫିଟିବ ଭାଗ୍ୟର ଦ୍ୱାର

Basant Panchami: ହିନ୍ଦୁ ଧର୍ମରେ ବସନ୍ତ ପଞ୍ଚମୀକୁ ଅତ୍ୟନ୍ତ ଶୁଭ ଦିନ ବୋଲି ବିବେଚନା କରାଯାଏ। କାରଣ ଏହି ଦିନଟି ମାତା ସତସ୍ୱତୀଙ୍କ ଜନ୍ମ ଦିବସ । ଏହି ଶୁଭ ଦିନରେ କିଛି ବିଶେଷ ଜିନିଷ କିଣିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ତେବେ କେଉଁ ଜିନିଷ କିଣିବା ଅତ୍ୟନ୍ତ ଶୁଭ ଆସନ୍ତୁ ଜାଣିବା ।

Basant Panchami 2024: ବସନ୍ତ ପଞ୍ଚମୀରେ ଘରକୁ ଆଣନ୍ତୁ ଏହି ଜିନିଷ, ଫିଟିବ ଭାଗ୍ୟର ଦ୍ୱାର

About the Author