Sania Mirza-Shami: ବିବାହ କରିବାକୁ ଯାଉଛନ୍ତି କି ସାନିଆ ଏବଂ ଶାମି? ଇମ୍ରାନ ମିର୍ଜା କହିଲେ ସତ

Sania Mirza-Mohammed Shami marriage: ସୋସିଆଲ ମିଡିଆରେ କେତେବେଳେ କିଛି ବି ଖବର ହଠାତ୍ ଭାଇରାଲ ହୋଇଯାଏ। ସୋସିଆଲ ମିଡିଆରେ ଏପରି ଏକ ଖବର ଭାଇରାଲ ହେବା ପରେ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କ ପିତା ଇମ୍ରାନ ମିର୍ଜାଙ୍କୁ ବର୍ତ୍ତମାନ ସ୍ପଷ୍ଟୀକରଣ ଦେଇଛନ୍ତି।

Sania Mirza-Shami: ବିବାହ କରିବାକୁ ଯାଉଛନ୍ତି କି ସାନିଆ ଏବଂ ଶାମି? ଇମ୍ରାନ ମିର୍ଜା କହିଲେ ସତ
Image Credit: Sania Mirza-Mohammed Shami

About the Author