AUS Open 2024: ରୋହନ ବୋପାନ୍ନା ରଚିଲେ ଇତିହାସ, ୪୩ ବର୍ଷ ବୟସରେ ଜିତିଲେ ଗ୍ରାଣ୍ଡସ୍ଲାମ ଟାଇଟଲ୍

Australian Open 2024 Final: ଭାରତର ଟେନିସ୍ ତାରକା ରୋହନ ବୋପାନ୍ନା (Rohan Bopanna) ୪୩ ବର୍ଷ ବୟସରେ ଅଷ୍ଟ୍ରେଲିୟ ଓପନରେ ଟାଇଟଲ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି।

AUS Open 2024: ରୋହନ ବୋପାନ୍ନା ରଚିଲେ ଇତିହାସ, ୪୩ ବର୍ଷ ବୟସରେ ଜିତିଲେ ଗ୍ରାଣ୍ଡସ୍ଲାମ ଟାଇଟଲ୍
Image Credit: Australian Open 2024 Final

About the Author