KL Rahul Athiya Shetty Marriage: ବିବାହ ପାଇଁ ଏତିକି ଦିନର ଛୁଟି ମାଗିଲେ କେ.ଏଲ ରାହୁଲ !

KL Rahul Athiya Shetty Marriage Date: ସରିଛି ସବୁ ପ୍ରସ୍ତୁତି । ହେଲେ ଅଧିକାରୀକ ଭାବେ ଘୋଷଣାକୁ ସମସ୍ତଙ୍କ ଅପେକ୍ଷା । ଏପର୍ଯ୍ୟନ୍ତ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇନାହିଁ । କେ.ଏଲ୍ ରାହୁଲ ଏବଂ ଆଥିଆ ଶେଟ୍ଟୀ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍ କରିବା ସହ ଉଭୟଙ୍କ ଏକାଠି ରହିବାର ଫଟୋ ଅନେକ ଥର ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇସାରିଛି।

KL Rahul Athiya Shetty Marriage: ବିବାହ ପାଇଁ ଏତିକି ଦିନର ଛୁଟି ମାଗିଲେ କେ.ଏଲ ରାହୁଲ !

About the Author