Team India Head Coach: ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହେବେ ଗୌତମ ଗମ୍ଭୀର, ଜାଣନ୍ତୁ କେବେ ହେବ ଘୋଷଣା?

Team India's next head coach: ଟି-୨୦ ବିଶ୍ୱକପ ୨୦୨୪ ପରେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ବିଷୟରେ ଅଧିକାରୀକ ଘୋଷଣା ଠିକ୍ ଟି-୨୦ ବିଶ୍ୱକପ ପରେ କରାଯିବ। ବିସିସିଆଇ ଏହାର ଘୋଷଣା କରିବ।

Team India Head Coach: ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ ହେବେ ଗୌତମ ଗମ୍ଭୀର, ଜାଣନ୍ତୁ କେବେ ହେବ ଘୋଷଣା?
Image Credit: Team India's next head coach

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More