ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଘୋଷଣା; 'ଇସଲାମ ପାଇଁ ୟୁରୋପରେ କୌଣସି ସ୍ଥାନ ନାହିଁ...'

Georgia Meloni on Sharia: ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଶାରିଆ ଆଇନ ଓ ଇସଲାମ ସମ୍ବନ୍ଧରେ ଏକ ବଡ଼ ବୟାନ ଦେଇଛନ୍ତି । ୟୁରୋପରେ ଇସଲାମକୁ ପ୍ରୋତ୍ସାହନ ଦିଆଯାଉଛି ବୋଲି ମେଲୋନି ଦାବି କରିଛନ୍ତି । ମେଲୋନି ସାଉଦି ଆରବକୁ ଇଟାଲୀର ଇସଲାମିକ ସାଂସ୍କୃତିକ କେନ୍ଦ୍ରକୁ ଆର୍ଥିକ ସହାୟତା ଦେଉଥିବା ଅଭିଯୋଗ କରିଛନ୍ତି ।

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଘୋଷଣା; 'ଇସଲାମ ପାଇଁ ୟୁରୋପରେ କୌଣସି ସ୍ଥାନ ନାହିଁ...'
Image Credit: Georgia Meloni on Sharia

About the Author