IND vs AFG: ଆଜି ତୃତୀୟ ଟି୨୦, ବାଦ ପଡ଼ି ପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ଶେଷ ମୁକାବିଲା ଆଜି ବେଙ୍ଗାଲୁରୁର ଚିନ୍ନାସ୍ୱାମୀ କ୍ରିକେଟ ଷ୍ଟାଡ଼ିୟମରେ ଖେଳାଯିବ। ଏହି ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ। ତେବେ ଆଜି ଭ୍ରମଣକାରୀ ଆଫଗାନିସ୍ତାନ ଦଳ ସମ୍ମାନ ରକ୍ଷା ପାଇଁ ମୈଦାନକୁ ଓହ୍ଲାଇବ। ସେପଟେ ଘରୋଇ ଦଳ କ୍ଲିନ ସ୍ୱିପ ଲକ୍ଷ୍ୟରେ ରହିଛି। ତେବେ ଏଭଳି ସ୍ଥଳେ

IND vs AFG: ଆଜି ତୃତୀୟ ଟି୨୦, ବାଦ ପଡ଼ି ପାରନ୍ତି ଏହି ୩ ଖେଳାଳି

About the Author