IND Vs ENG: ସରଫରାଜ ଖାନଙ୍କ ବଦଳରେ ଏହି ଖେଳାଳିଙ୍କୁ ଦଳରେ ମିଳିଲା ସୁଯୋଗ, ଫ୍ୟାନ୍ସ କହିଲେ....

IND Vs ENG: ଆଜି ଭାରତ ଓ ଇଂଲଣ୍ତ ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ବିଶାଖାପାଟଣାର ଭାଇଜାଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍ ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତୀୟ ଦଳ । ତେବେ ଏହି ମ୍ୟାଚ୍ ରେ ଦୁଇ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି ।

IND Vs ENG:  ସରଫରାଜ ଖାନଙ୍କ ବଦଳରେ ଏହି ଖେଳାଳିଙ୍କୁ ଦଳରେ ମିଳିଲା ସୁଯୋଗ, ଫ୍ୟାନ୍ସ କହିଲେ....
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author