IND vs ENG: ଯଶସ୍ୱୀ ଜୈସୱାଲ ମାରିଲେ କ୍ରମାଗତ ଦ୍ୱିତୀୟ ଦ୍ୱିଶତକ, କଲେ ରେକର୍ଡ ବର୍ଷା

Yashasvi Jaiswal Double Century: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ତୃତୀୟ ଟେଷ୍ଟ ମ୍ୟାଚରେ ଯଶସ୍ୱୀ ଜୈସୱାଲ କ୍ରମାଗତ ଦ୍ୱିତୀୟ ଦ୍ୱିଶତକ ହାସଲ କରିଛନ୍ତି। ଜୈସୱାଲ ବିଶାଖାପାଟନମ୍ ପରେ ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଧୁଆଁଧାର ବ୍ୟାଟିଂ କରି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।

IND vs ENG: ଯଶସ୍ୱୀ ଜୈସୱାଲ ମାରିଲେ କ୍ରମାଗତ ଦ୍ୱିତୀୟ ଦ୍ୱିଶତକ, କଲେ ରେକର୍ଡ ବର୍ଷା
Image Credit: Yashasvi Jaiswal Double Century

About the Author