Ind vs Eng: ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବେ ରାହୁଲ! ଜାଣନ୍ତୁ କାହାକୁ ଟିମ୍ ରୁ କରାଯିବ OUT

Ind vs Eng: ଭାରତ ଓ ଇଂଲଣ୍ତ ସିରିଜରେ ୨-୧ରେ ଆଗୁଆ ରହିଛି ଟିମ୍ ଇଣ୍ତିଆ । ରବିବାର ରାଜକୋଟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ରେ ଭାରତ ଇଂଲଣ୍ଡକୁ ୪୩୪ ରନ୍ ରେ ପରାସ୍ତ କରିଥିଲା । ଯାହା ଦଳ ପାଇଁ ଏକ ଐତିହାସିକ ବିଜୟ ଅଟେ ।

Ind vs Eng: ଚତୁର୍ଥ ଟେଷ୍ଟ ମ୍ୟାଚ୍ ଖେଳିବେ ରାହୁଲ! ଜାଣନ୍ତୁ କାହାକୁ ଟିମ୍ ରୁ କରାଯିବ OUT

About the Author