IND vs ENG: ତୃତୀୟ ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିଲେ କେ.ଏଲ ରାହୁଲ, ଜାଡେଜାଙ୍କୁ ନେଇ ଲାଗି ରହିଛି ଦ୍ବନ୍ଦ

IND vs ENG: ଫେବୃଆରୀ ୧୫ରୁ ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଏହି ମ୍ୟାଚ୍ ରାଜକୋଟରେ ଖେଳାଯିବ । ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଭାରତୀୟ ଦଳର ଷ୍ଟାର କ୍ରିକେଟର କେ.ଏଲ ରାହୁଲ ଦଳରୁ ବାଦ ପଡ଼ିଛନ୍ତି ।

IND vs ENG: ତୃତୀୟ ଟେଷ୍ଟ ମ୍ୟାଚ୍ ରୁ ବାଦ ପଡ଼ିଲେ କେ.ଏଲ ରାହୁଲ, ଜାଡେଜାଙ୍କୁ ନେଇ ଲାଗି ରହିଛି ଦ୍ବନ୍ଦ

About the Author