IND vs ENG: ତୃତୀୟ ଟେଷ୍ଟ ପୂର୍ବରୁ ଭାରତର ସମ୍ଭ୍ୟବା ସ୍କ୍ୱାର୍ଡ ଉପରେ ନଜର ପକାନ୍ତୁ, ଦଳକୁ ଫେରିପାରନ୍ତି ଏହି ଧୁରନ୍ଧର ଖେଳାଳି

ଆୟର ଦୀର୍ଘ ସମୟ ଧରି ଦଳ ସହିତ ଅଛନ୍ତି, କିନ୍ତୁ ଖେଳାଳିଙ୍କ ବ୍ୟାଟରୁ ରନ୍ ଆସୁନାହିଁ। ଏଭଳି ପରିସ୍ଥିତିରେ ଆଇୟରଙ୍କୁ ଆଗାମୀ ୩ଟି ମ୍ୟାଚ୍ ପାଇଁ ଦଳରୁ ଓହରି ଦିଆଯାଇପାରେ। ଆଗାମୀ ୩ ମ୍ୟାଚ୍ ପାଇଁ ଭାରତୀୟ ଦଳର ସମ୍ଭାବ୍ୟ ଦଳ କ’ଣ ହୋଇପାରେ ତାହା ଉପରେ ନଜର ପକାଇବା।

IND vs ENG: ତୃତୀୟ ଟେଷ୍ଟ ପୂର୍ବରୁ ଭାରତର ସମ୍ଭ୍ୟବା ସ୍କ୍ୱାର୍ଡ ଉପରେ ନଜର ପକାନ୍ତୁ, ଦଳକୁ ଫେରିପାରନ୍ତି ଏହି ଧୁରନ୍ଧର ଖେଳାଳି

About the Author