U19 World Cup: ପଞ୍ଚମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଭାରତ

୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି ଭାରତ। ପଞ୍ଚମ ଥର ପାଇଁ ଭାରତ ଏହି ସଫଳତା ହାସଲ କରିଛି। ଖେଳାଯାଇଥିବା ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିଥିଲା ଭାରତ। ଏହି ମ୍ୟାଚରେ ଭାରତର ଯୁବ ତାରକା ଖେଳାଳି ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ପରାସ୍ତ କରି ଫାଇନାଲରେ ଟିକେଟ୍ ହାସଲ କରିଛନ୍ତି। ମ୍ୟାଚରେ ଏପରି ଏକ ସମୟ ଆସିଥିଲା ​

U19 World Cup: ପଞ୍ଚମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଭାରତ

About the Author