IPL 2024: କୋଲକାତା ନାଇଟ୍ ରାଇଡର୍ସ ପୁନର୍ବାର ଶ୍ରେୟାସ ଆୟରକୁ କଲା ଅଧିନାୟକ, ନୀତୀଶ ରାଣାଙ୍କ ବଦଳିଗଲା ଭୂମିକା

KKR Captain 2024: କୋଲକାତା ନାଇଟ୍ ରାଇଡର୍ସ ଶ୍ରେୟସ୍ ଆୟରଙ୍କୁ ପୁଣି ଥରେ ଧିନାୟକ କରିଛି । ଆୟରଙ୍କ ପ୍ରତ୍ୟାବର୍ତ୍ତନ ସହିତ ନୀତୀଶ ରାଣାଙ୍କ ଭୂମିକା ବଦଳି ଯାଇଛି ।

IPL 2024: କୋଲକାତା ନାଇଟ୍ ରାଇଡର୍ସ ପୁନର୍ବାର ଶ୍ରେୟାସ ଆୟରକୁ କଲା ଅଧିନାୟକ, ନୀତୀଶ ରାଣାଙ୍କ ବଦଳିଗଲା ଭୂମିକା
Image Credit: KKR Captain 2024

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More