ଆସିଗଲା IPL Auction ତାଲିକା, ଏହି ୩୩ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ

IPL Auction 2024: ଆଇପିଏଲ୍ ୨୦୨୪ ପାଇଁ ହେବାକୁ ଥିବା ନିଲାମରେ ୩୦୦ ରୁ ଅଧିକ ଖେଳାଳିଙ୍କ ଉପରେ ବିଡିଂ କରାଯିବ । ଦଳଗୁଡିକ ପାଖରେ ୭୭ ଖେଳାଳିଙ୍କ ପାଇଁ ସ୍ଥାନ ଅଛି, ଅର୍ଥାତ୍ ଏହି ସମସ୍ତ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାର ଆଶା କରାଯାଏ ।

ଆସିଗଲା IPL Auction ତାଲିକା, ଏହି ୩୩ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା, ଏଠାରେ ଦେଖନ୍ତୁ ପୂରା ଲିଷ୍ଟ
Image Credit: IPL 2024 Player Auction list

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments