IPL 2023: କାହିଁକି ଆଇପିଏଲ ମ୍ୟାଚ୍ ଖେଳୁନାହାଁନ୍ତି ଜୋଫ୍ରା ଆର୍ଚ୍ଚର, କେବେ ଦଳକୁ କରିବେ ପ୍ରତ୍ୟାବର୍ତ୍ତନ? ଜାଣନ୍ତୁ ଉତ୍ତର

IPL 2023: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ମ୍ୟାଚରେ ଜୋଫ୍ରା ଆର୍ଚ୍ଚର (Jofra Archer) ଚଳିତ ଆଇପିଏଲରେ ଏଣ୍ଟ୍ରି କରିଥିଲେ ଓ ସେବେଠାରୁ ସେ ଆଘାତ ଯୋଗୁଁ ଦୁଇଟି ମ୍ୟାଚ୍ ମିସ୍ କରିଛନ୍ତି ।

IPL 2023: କାହିଁକି ଆଇପିଏଲ ମ୍ୟାଚ୍ ଖେଳୁନାହାଁନ୍ତି ଜୋଫ୍ରା ଆର୍ଚ୍ଚର, କେବେ ଦଳକୁ କରିବେ ପ୍ରତ୍ୟାବର୍ତ୍ତନ? ଜାଣନ୍ତୁ ଉତ୍ତର
Image Credit: ସୌ: ସୋସିଆଲ ମିଡିଆ

About the Author