ଆୟର-ଇଶାନ ଉପରେ ବିସିସିଆଇ ନେବ ଆକ୍ସନ, ରଣଜୀ ଟ୍ରଫି ନ ଖେଳିବା ପାଇଁ ମିଳିବ ଦଣ୍ଡ

BCCI ଶ୍ରେୟାସ ଆୟର ଏବଂ ଇଶାନ କିଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ, କାରଣ ସେମାନେ ରଣଜୀ ଟ୍ରଫି ୨୦୨୪ ରେ ଅଂଶଗ୍ରହଣ କରିନଥିଲେ। ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ ଚୁକ୍ତିନାମା ସେମାନଙ୍କଠାରୁ ଛଡ଼ା ନିଆଯାଇପାରେ। ପଢ଼ନ୍ତୁ ପୂରା ରିପୋର୍ଟ।

ଆୟର-ଇଶାନ ଉପରେ ବିସିସିଆଇ ନେବ ଆକ୍ସନ, ରଣଜୀ ଟ୍ରଫି ନ ଖେଳିବା ପାଇଁ ମିଳିବ ଦଣ୍ଡ
Image Credit: Ishan Kishan Shreyas Iyer