IND Vs PAK: ଭାରତର ସହଜ ବିଜୟ, ୭ ଓ୍ୱିକେଟରେ ହାରିଲା ପାକିସ୍ତାନ
Advertisement

IND Vs PAK: ଭାରତର ସହଜ ବିଜୟ, ୭ ଓ୍ୱିକେଟରେ ହାରିଲା ପାକିସ୍ତାନ

ଭାରତ-ପାକ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ସେ ଶୁବମନ ଗିଲଙ୍କ ବିଷୟରେ ଏକ ବଡ ଅପଡେଟ୍ ଦେଇଥିଲେ ଓ କହିଥିଲେ ଯେ ଗିଲ ମ୍ୟାଚ ପାଇଁ ୯୯ ପ୍ରତିଶତ ଫିଟ୍। ବିଶ୍ୱକପରେ ଏହା ଭାରତୀୟ ଦଳର ତୃତୀୟ ମ୍ୟାଚ୍ ହେବ। ଟିମ୍ ଇଣ୍ଡିଆ ଉଭୟ ମ୍ୟାଚ୍ ଜିତି ସାରିଛି। 

IND Vs PAK: ଭାରତର ସହଜ ବିଜୟ, ୭ ଓ୍ୱିକେଟରେ ହାରିଲା ପାକିସ୍ତାନ
LIVE Blog

ବନ୍ଧୁଗଣ, Zee Odisha କ୍ରିକେଟ ବିଶ୍ୱକପ୍ ୨୦୨୩ ଲାଇଭ ଅପଡ଼େଟରେ ଆମେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚର ଟିକିନିଖ ଅପଡେଟ୍ ଆପଣଙ୍କୁ ପ୍ରଦାନ କରୁଥିଲୁ। ଏହି ମ୍ୟାଚରେ ଭାରତ ସହଜରେ ବିଜୟ ହାସଲ କରିନେଇଛି। ଏହା ସହିତ ଆମେ ଆଜିର ଲାଇଭ ଅପଡେଟକୁ ଏଠାରେ ସମାପ୍ତ କରୁଛୁ। ଧନ୍ୟବାଦ

14 October 2023
20:09 PM

India Vs Pakistan Live Score: ଭାରତର ସହଜ ବିଜୟ

India vs Pakistan Match Result: ପାକିସ୍ତାନ ବିପକ୍ଷରେ ଭାରତ ସହଜ ବିଜୟ ହାସଲ କରିନେଇଛି। ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଖେଳାଯାଇଥିବା ବିଶ୍ୱକପର ୧୨ତମ ମ୍ୟାଚରେ ପାକିସ୍ତାନକୁ ୭ ଓ୍ୱିକେଟରେ ପରାସ୍ତ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୯୧ ରନ କରି ଅଲଆଉଟ ହୋଇଯାଇଥିବା ବେଳେ ଜବାବରେ ଭାରତ ମାତ୍ର ୩ ଓ୍ୱିକେଟ ବିନିମୟରେ ବିଜୟ ହାସଲ କରିନେଇଛି। ଭାରତ ପକ୍ଷରୁ ରୋହିତ ଶର୍ମା (86) ଓ ଶ୍ରେୟାସ ଆୟାର (53)* ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ପାକିସ୍ତାନ ପକ୍ଷରୁ ବାବର ଆଜମ ୫୦ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। 

ଆଜିର Live Blog ଏଠାରେ ସାମାପ୍ତ କରୁଛୁ। ଶୁଭରାତ୍ରୀ

20:03 PM

India Vs Pakistan Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 191/10
ଭାରତ: 186/03

କେଏଲ ରାହୁଲ: 18
ଶ୍ରେୟାସ ଆୟାର: 48

ପାକିସ୍ତାନ
ବୋଲର: ହାସନ ଅଲ୍ଲି

30th ଓଭର
0.4.0.0.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 85

20:00 PM

India Vs Pakistan Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 191/10
ଭାରତ: 182/03

କେଏଲ ରାହୁଲ: 14
ଶ୍ରେୟାସ ଆୟାର: 48

ପାକିସ୍ତାନ
ବୋଲର: ମହମ୍ମଦ ନଓ୍ୱାଜ

29th ଓଭର
1.4.0.0.1.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 85

19:57 PM

India Vs Pakistan Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 191/10
ଭାରତ: 176/03

କେଏଲ ରାହୁଲ: 09
ଶ୍ରେୟାସ ଆୟାର: 47

ପାକିସ୍ତାନ
ବୋଲର: ହାରିଶ ରୌଫ

28th ଓଭର
0.1.1.2.1.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 85

19:52 PM

India Vs Pakistan Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 191/10
ଭାରତ: 170/03

କେଏଲ ରାହୁଲ: 05
ଶ୍ରେୟାସ ଆୟାର: 45

ପାକିସ୍ତାନ
ବୋଲର: ମହମ୍ମଦ ନଓ୍ୱାଜ

27th ଓଭର
0.1.0.0.1.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 85

19:49 PM

India Vs Pakistan Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 191/10
ଭାରତ: 168/03

କେଏଲ ରାହୁଲ: 04
ଶ୍ରେୟାସ ଆୟାର: 44

ପାକିସ୍ତାନ
ବୋଲର: ହାରିଶ ରୌଫ

26th ଓଭର
0.0.2.0.1.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 85

19:45 PM

India Vs Pakistan Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 191/10
ଭାରତ: 165/03

କେଏଲ ରାହୁଲ: 04
ଶ୍ରେୟାସ ଆୟାର: 41

ପାକିସ୍ତାନ
ବୋଲର: ମହମ୍ମଦ ନଓ୍ୱାଜ

25th ଓଭର
0.0.0.1.1.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 85

19:41 PM

India Vs Pakistan Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 191/10
ଭାରତ: 162/03

କେଏଲ ରାହୁଲ: 03
ଶ୍ରେୟାସ ଆୟାର: 39

ପାକିସ୍ତାନ
ବୋଲର: ଶାହିନ ଆଫ୍ରିଦି

24th ଓଭର
0.0.1.0.0.0

ଶେଷ ଓ୍ୱିକେଟ
ରୋହିତ ଶର୍ମା: 85

19:37 PM

India Vs Pakistan Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 191/10
ଭାରତ: 161/03

କେଏଲ ରାହୁଲ: 03
ଶ୍ରେୟାସ ଆୟାର: 38

ପାକିସ୍ତାନ
ବୋଲର: ମହମ୍ମଦ ନଓ୍ୱାଜ

23rd ଓଭର
0.1.1.0.1.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 85

19:32 PM

India Vs Pakistan Live Score: ଭାରତର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 191/10
ଭାରତ: 157/03

କେଏଲ ରାହୁଲ: 01
ଶ୍ରେୟାସ ଆୟାର: 36

ପାକିସ୍ତାନ
ବୋଲର: ଶାହିନ ଆଫ୍ରିଦି

22nd ଓଭର
1.0.1.W.0.1

ଶେଷ ଓ୍ୱିକେଟ
ରୋହିତ ଶର୍ମା: 85

19:31 PM

India Vs Pakistan Live Score: ରୋହିତ ଆଉଟ

ଅର୍ଦ୍ଧଶତକୀୟ ଇନିଂସ ଖେଳି ପାଭିଲିୟନ ଫେରିଲେ ହିଟମ୍ୟାନ। ବ୍ୟକ୍ତିଗତ ୮୬ ରନ କରି କ୍ୟାଚ ଆଉଟ ହୋଇଛନ୍ତି ରୋହିତ ଶର୍ମା। ଶାହିନ ଆଫ୍ରିଦିଙ୍କ ବଲରେ ଆଉଟ ହେଲେ ରୋହିତ। ଏହା ସହିତ ଭାରତର ତୃତୀୟ ଓ୍ୱିକେଟର ପତନ।

fallback

19:27 PM

India Vs Pakistan Live Score: ଅର୍ଦ୍ଧଶତକ ପୂରଣ କଲେ ରୋହିତ

ପାକିସ୍ତାନ: 191/10
ଭାରତ: 142/02

ରୋହିତ ଶର୍ମା: 85
ଶ୍ରେୟାସ ଆୟାର: 35

ପାକିସ୍ତାନ
ବୋଲର: ମହମ୍ମଦ ନଓ୍ୱାଜ

21th ଓଭର
6.1.0.4.0.1

ଶେଷ ଓ୍ୱିକେଟ
ବିରାଟ କୋହଲି: 16

19:20 PM
19:19 PM

India Vs Pakistan Live Score: ଅର୍ଦ୍ଧଶତକ ପୂରଣ କଲେ ରୋହିତ

ପାକିସ୍ତାନ: 191/10
ଭାରତ: 129/02

ରୋହିତ ଶର୍ମା: 68
ଶ୍ରେୟାସ ଆୟାର: 27

ପାକିସ୍ତାନ
ବୋଲର: ମହମ୍ମଦ ନଓ୍ୱାଜ

19th ଓଭର
0.0.0.1.1.1

ଶେଷ ଓ୍ୱିକେଟ
ବିରାଟ କୋହଲି: 16

fallback

19:17 PM

India Vs Pakistan Live Score: ଅର୍ଦ୍ଧଶତକ ପୂରଣ କଲେ ରୋହିତ

ପାକିସ୍ତାନ: 191/10
ଭାରତ: 126/02

ରୋହିତ ଶର୍ମା: 67
ଶ୍ରେୟାସ ଆୟାର: 25

ପାକିସ୍ତାନ
ବୋଲର: ଶାଦବ ଖାନ

18th ଓଭର
1.0.6.0.0.1

ଶେଷ ଓ୍ୱିକେଟ
ବିରାଟ କୋହଲି: 16

19:14 PM

India Vs Pakistan Live Score: ଅର୍ଦ୍ଧଶତକ ପୂରଣ କଲେ ରୋହିତ

ପାକିସ୍ତାନ: 191/10
ଭାରତ: 118/02

ରୋହିତ ଶର୍ମା: 66
ଶ୍ରେୟାସ ଆୟାର: 18

ପାକିସ୍ତାନ
ବୋଲର: ମହମ୍ମଦ ନଓ୍ୱାଜ

17th ଓଭର
0.0.1.0.0.1

ଶେଷ ଓ୍ୱିକେଟ
ବିରାଟ କୋହଲି: 16

19:10 PM

India Vs Pakistan Live Score: ଅର୍ଦ୍ଧଶତକ ପୂରଣ କଲେ ରୋହିତ

ପାକିସ୍ତାନ: 191/10
ଭାରତ: 116/02

ରୋହିତ ଶର୍ମା: 65
ଶ୍ରେୟାସ ଆୟାର: 17

ପାକିସ୍ତାନ
ବୋଲର: ଶାଦାବ ଖାନ

16th ଓଭର
1.0.4.0.0.0

ଶେଷ ଓ୍ୱିକେଟ
ବିରାଟ କୋହଲି: 16

19:04 PM

India Vs Pakistan Live Score: ଅର୍ଦ୍ଧଶତକ ପୂରଣ କଲେ ରୋହିତ

ପାକିସ୍ତାନ: 191/10
ଭାରତ: 111/02

ରୋହିତ ଶର୍ମା: 61
ଶ୍ରେୟାସ ଆୟାର: 16

ପାକିସ୍ତାନ
ବୋଲର: ହାରିଶ ରୌଫ

15th ଓଭର
6.2.1.0.0.1

ଶେଷ ଓ୍ୱିକେଟ
ବିରାଟ କୋହଲି: 16

fallback

18:59 PM

India Vs Pakistan Live Score: ଅର୍ଦ୍ଧଶତକ ପୂରଣ କଲେ ରୋହିତ

ପାକିସ୍ତାନ: 191/10
ଭାରତ: 101/02

ରୋହିତ ଶର୍ମା: 52
ଶ୍ରେୟାସ ଆୟାର: 15

ପାକିସ୍ତାନ
ବୋଲର: ଶାଦାବ ଖାନ

14th ଓଭର
1.1.0.1.1.1

ଶେଷ ଓ୍ୱିକେଟ
ବିରାଟ କୋହଲି: 16

18:53 PM

India Vs Pakistan Live Score: ଦୁଇଟି ଓ୍ୱିକେଟ ହରାଇଲା ଭାରତ

ପାକିସ୍ତାନ: 191/10
ଭାରତ: 96/02

ରୋହିତ ଶର୍ମା: 49
ଶ୍ରେୟାସ ଆୟାର: 13

ପାକିସ୍ତାନ
ବୋଲର: ହାସନ ଅଲ୍ଲୀ

13th ଓଭର
4.0.1.1.1.1

ଶେଷ ଓ୍ୱିକେଟ
ବିରାଟ କୋହଲି: 16

 

18:48 PM

India Vs Pakistan Live Score: ଦୁଇଟି ଓ୍ୱିକେଟ ହରାଇଲା ଭାରତ

ପାକିସ୍ତାନ: 191/10
ଭାରତ: 88/02

ରୋହିତ ଶର୍ମା: 47
ଶ୍ରେୟାସ ଆୟାର: 07

ପାକିସ୍ତାନ
ବୋଲର: ହାସନ ଅଲ୍ଲୀ

12th ଓଭର
4.1.1.0.1.0

ଶେଷ ଓ୍ୱିକେଟ
ବିରାଟ କୋହଲି: 16

18:43 PM

India Vs Pakistan Live Score: ଦୁଇଟି ଓ୍ୱିକେଟ ହରାଇଲା ଭାରତ

ପାକିସ୍ତାନ: 191/10
ଭାରତ: 81/02

ରୋହିତ ଶର୍ମା: 46
ଶ୍ରେୟାସ ଆୟାର: 01

ପାକିସ୍ତାନ
ବୋଲର: ହାରିଶ ରୌଫ

11th ଓଭର
1.0.0.0.0.1

ଶେଷ ଓ୍ୱିକେଟ
ବିରାଟ କୋହଲି: 16

18:42 PM

India Vs Pakistan Live Score: ଦୁଇଟି ଓ୍ୱିକେଟ ହରାଇଲା ଭାରତ

ପାକିସ୍ତାନ: 191/10
ଭାରତ: 79/02

ରୋହିତ ଶର୍ମା: 45
ଶ୍ରେୟାସ ଆୟାର: 00

ପାକିସ୍ତାନ
ବୋଲର: ହାସନ ଅଲ୍ଲୀ

10th ଓଭର
0.1.1.0.W.0

ଶେଷ ଓ୍ୱିକେଟ
ବିରାଟ କୋହଲି: 16

18:40 PM

India Vs Pakistan Live Score: ଭାରତକୁ ଦ୍ୱିତୀୟ ଝଟକା

ଭାରତକୁ ଦ୍ୱିତୀୟ ଝଟକା। ବ୍ୟକ୍ତିଗତ ୧୬ ରନ କରି ପାଭିଲିଅନ ଫେରିଛନ୍ତି ବିରାଟ କୋହଲି। 

fallback

18:36 PM

India Vs Pakistan Live Score: ଭାରତର ପାଳି ଆରମ୍ଭ

ପାକିସ୍ତାନ: 191/10
ଭାରତ: 77/01

ରୋହିତ ଶର୍ମା: 44
ବିରାଟ କୋହଲି: 15

ପାକିସ୍ତାନ
ବୋଲର: ହାରିଶ ରୌଫ

9th ଓଭର
0.6.1.1.6.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 16

18:31 PM

India Vs Pakistan Live Score: ଭାରତର ପାଳି ଆରମ୍ଭ

ପାକିସ୍ତାନ: 191/10
ଭାରତ: 63/01

ରୋହିତ ଶର୍ମା: 31
ବିରାଟ କୋହଲି: 14

ପାକିସ୍ତାନ
ବୋଲର: ମହମ୍ମଦ ନଓ୍ୱାଜ

8th ଓଭର
1.1.0.6.0.1

ଶେଷ ଓ୍ୱିକେଟ
ଶୁବମନ ଗିଲ: 16

fallback

18:26 PM

India Vs Pakistan Live Score: ଭାରତର ପାଳି ଆରମ୍ଭ

ପାକିସ୍ତାନ: 191/10
ଭାରତ: 54/01

ରୋହିତ ଶର୍ମା: 23
ବିରାଟ କୋହଲି: 13

ପାକିସ୍ତାନ
ବୋଲର: ଶାହିନ ଆଫ୍ରିଦି

7th ଓଭର
6.0.1.4.4.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 16

18:21 PM

India Vs Pakistan Live Score: ଭାରତର ପାଳି ଆରମ୍ଭ

ପାକିସ୍ତାନ: 191/10
ଭାରତ: 39/01

ରୋହିତ ଶର୍ମା: 16
ବିରାଟ କୋହଲି: 05

ପାକିସ୍ତାନ
ବୋଲର: ହାସନ ଅଲ୍ଲୀ

6th ଓଭର
1.0.0.0.0.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 16

18:18 PM

India Vs Pakistan Live Score: ଭାରତର ପାଳି ଆରମ୍ଭ

ପାକିସ୍ତାନ: 191/10
ଭାରତ: 38/01

ରୋହିତ ଶର୍ମା: 15
ବିରାଟ କୋହଲି: 05

ପାକିସ୍ତାନ
ବୋଲର: ଶାହିନ ଆଫ୍ରିଦି

5th ଓଭର
1.0.0.1.Wd.0.4

ଶେଷ ଓ୍ୱିକେଟ
ଶୁବମନ ଗିଲ: 16

18:13 PM

India Vs Pakistan Live Score: ଭାରତର ପାଳି ଆରମ୍ଭ

ପାକିସ୍ତାନ: 191/10
ଭାରତ: 31/01

ରୋହିତ ଶର୍ମା: 14
ବିରାଟ କୋହଲି: 00

ପାକିସ୍ତାନ
ବୋଲର: ହାସନ ଅଲ୍ଲି

4th ଓଭର
0.4.0.0.4.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 16

18:09 PM

India Vs Pakistan Live Score: ଭାରତର ପାଳି ଆରମ୍ଭ

ପାକିସ୍ତାନ: 191/10
ଭାରତ: 23/01

ରୋହିତ ଶର୍ମା: 06
ବିରାଟ କୋହଲି: 00

ପାକିସ୍ତାନ
ବୋଲର: ଶାହିନ ଆଫ୍ରିଦି

ତୃତୀୟ ଓଭର
0.0.1.0.W.0

ଶେଷ ଓ୍ୱିକେଟ
ଶୁବମନ ଗିଲ: 16

18:05 PM

India Vs Pakistan Live Score: ଭାରତକୁ ପ୍ରଥମ ଝଟକା

ଭାରତକୁ ପ୍ରଥମ ଝଟକା। ଶୁବମନ ଗିଲ ମାତ୍ର ୧୬ ରନ କରି ପାଭିଲିଅନ ଫେରିଛନ୍ତି। ଶାହିନ ଆଫ୍ରିଦିଙ୍କ ବଲରେ କ୍ୟାଚ ଆଉଟ ହୋଇଛନ୍ତି ଶୁବମନ।

fallback

18:04 PM

India Vs Pakistan Live Score: ଭାରତର ପାଳି ଆରମ୍ଭ

ପାକିସ୍ତାନ: 191/10
ଭାରତ: 22/00

ରୋହିତ ଶର୍ମା: 05
ଶୁବମନ ଗିଲ: 16

ପାକିସ୍ତାନ
ବୋଲର: ହାସନ ଅଲ୍ଲୀ

ଦ୍ୱିତୀୟ ଓଭର
0.0.4.0.4.4

18:00 PM

India Vs Pakistan Live Score: ଭାରତର ପାଳି ଆରମ୍ଭ

ପାକିସ୍ତାନ: 191/10
ଭାରତ: 10/00

ରୋହିତ ଶର୍ମା: 05
ଶୁବମନ ଗିଲ: 04

ପାକିସ୍ତାନ
ବୋଲର: ଶାହିନ ଆଫ୍ରିଦ

ପ୍ରଥମ ଓଭର
4.1.4.0.L1.0

17:24 PM

India Vs Pakistan Live Score: ଭାରତକୁ ୧୯୨ ରନ ଟାର୍ଟେଟ ଦେଲା ପାକିସ୍ତାନ

ପାକିସ୍ତାନ: 191/10

ଶାହିନ ଆଫ୍ରିଦି: 02

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

42.5 ଓଭର
0.0.0.1.W

ଶେଷ ଓ୍ୱିକେଟ
ହାରିସ ରୌଫ: 2

ପାକିସ୍ତାନକୁ ୧୯୧ ରନରେ ଅଟକାଇଲା ଭାରତ। ଦଶମ ଓ୍ୱିକେଟ ଜାଡ଼େଜାଙ୍କ ବଲରେ ହାରିସ ରୌଫ ଆଉଟ ।

17:19 PM

India Vs Pakistan Live Score: ପାକିସ୍ତାନର ନବମ ଓ୍ୱିକେଟର ପତନ

ପାକିସ୍ତାନ: 190/09

ଶାହିନ ଆଫ୍ରିଦି: 01
ହାରିସ ରୌଫ: 02

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

42nd ଓଭର
0.0.0.0.0.1

ଶେଷ ଓ୍ୱିକେଟ
ହାସନ ଅଲ୍ଲୀ: 12

17:15 PM

India Vs Pakistan Live Score: ପାକିସ୍ତାନର ନବମ ଓ୍ୱିକେଟର ପତନ

ପାକିସ୍ତାନ: 189/09

ଶାହିନ ଆଫ୍ରିଦି: 00
ହାରିସ ରୌଫ: 02

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

41st ଓଭର
W.0.0.0.2.0

ଶେଷ ଓ୍ୱିକେଟ
ହାସନ ଅଲ୍ଲୀ: 12

fallback

17:13 PM

India Vs Pakistan Live Score: ନବମ ଓ୍ୱିକେଟର ପତନ

ପାକିସ୍ତାନ ତାର ନବମ ଓ୍ୱିକେଟ ହରାଇବା ସହିତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଛି। ନବମ ଓ୍ୱିକେଟ ଭାବେ ହାସନ ଅଲ୍ଲି ଆଉଟ ହୋଇଛନ୍ତି। ହାସନ ଅଲ୍ଲି ବ୍ୟକ୍ତିଗତ ୧୨ ରନ କରି ପାଭିଲିୟନ ଫେରିଛନ୍ତି।

17:10 PM

India Vs Pakistan Live Score: ପାକିସ୍ତାନର ବ୍ୟାଟିଂ ବିପର୍ଯ୍ୟୟ

ପାକିସ୍ତାନ: 187/08

ହାସନ ଅଲ୍ଲୀ: 12
ଶାହିନ ଆଫ୍ରିଦି: 04

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

40th ଓଭର
4.1.0.0.0.W

ଶେଷ ଓ୍ୱିକେଟ
ମହମ୍ମଦ ନଓ୍ୱାଜ: 04

17:05 PM

India Vs Pakistan Live Score: ପାକିସ୍ତାନର ସପ୍ତମ ଓ୍ୱିକେଟର ପତନ

ପାକିସ୍ତାନ: 182/07

ହାସନ ଅଲ୍ଲୀ: 07
ମହମ୍ମଦ ନଓ୍ୱାଜ: 04

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

39th ଓଭର
1.0.4.0.0.1

ଶେଷ ଓ୍ୱିକେଟ
ଶାଦାବ ଖାନ: 02

17:01 PM

India Vs Pakistan Live Score: ପାକିସ୍ତାନର ସପ୍ତମ ଓ୍ୱିକେଟର ପତନ

ପାକିସ୍ତାନ: 176/07

ହାସନ ଅଲ୍ଲୀ: 02
ମହମ୍ମଦ ନଓ୍ୱାଜ: 03

ଭାରତ
ବୋଲର: ଜଶପ୍ରିତ ବୁମରା

38th ଓଭର
L1.0.0.0.Wd.0.0

ଶେଷ ଓ୍ୱିକେଟ
ଶାଦାବ ଖାନ: 02

17:00 PM

India Vs Pakistan Live Score: 'ଭାରତ ଜିତିବ'

ଅହମ୍ମଦାବାଦରେ ଖେଳାଯାଉଥିବା ଭାରତ ଓ ପାକିସ୍ତାନ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ସମର୍ଥକ ସୁଧୀର କୁମାର ଚୌଧୂରୀ କହିଛନ୍ତି, ବିଶ୍ୱକପରେ ପାକିସ୍ତାନ ୭ଥର ହାରିଛି। ବିଶ୍ୱକପରେ ସେମାନେ ଭାରତ ବିପକ୍ଷରେ କଦାପି ଜିତି ନାହାଁନ୍ତି ଏବଂ ଏହିଧାରା ଜାରି ରହିବ। ଏହି ମ୍ୟାଚ୍ ଯାହା 'ହାଇ-ଭୋଲଟେଜ୍' କୁହାଯାଉଛି ଭାରତ ସହଜରେ ଜିତିବ ବୋଲି ସୁଧୀର ଜୋର ଦେଇ କହିଛନ୍ତି।

 

16:56 PM

India Vs Pakistan Live Score: ପାକିସ୍ତାନର ସପ୍ତମ ଓ୍ୱିକେଟର ପତନ

ପାକିସ୍ତାନ: 174/07

ହାସନ ଅଲ୍ଲୀ: 02
ମହମ୍ମଦ ନଓ୍ୱାଜ: 03

ଭାରତ
ବୋଲର: କୂଳଦୀପ ଯାଦବ

37th ଓଭର
0.1.0.0.0.1

ଶେଷ ଓ୍ୱିକେଟ
ଶାଦାବ ଖାନ: 02

fallback

16:53 PM

India Vs Pakistan Live Score: ପାକିସ୍ତାନର ସପ୍ତମ ଓ୍ୱିକେଟର ପତନ

ପାକିସ୍ତାନ: 172/07

ହାସନ ଅଲ୍ଲୀ: 01
ମହମ୍ମଦ ନଓ୍ୱାଜ: 02

ଭାରତ
ବୋଲର: ଜଶପ୍ରିତ ବୁମରା

36th ଓଭର
1.W.0.0.0.1

ଶେଷ ଓ୍ୱିକେଟ
ଶାଦାବ ଖାନ: 02

16:50 PM

India Vs Pakistan Live Score: ସପ୍ତମ ଓ୍ୱିକେଟର ପତନ

ସପ୍ତମ ଓ୍ୱିକେଟ ହାତେଇଲେ ଜଶପ୍ରିତ ବୁମରା। ସପ୍ତମ ଓ୍ୱିକେଟ ଭାବେ ଆଉଟ ହୋଇଛନ୍ତି ଶାଦାବ ଖାନ। ବ୍ୟକ୍ତିଗତ ୨ ରନ କରି ପାଭିଲିଅନ ଫେରିଛନ୍ତି ଶାଦାବ। 

16:47 PM

India Vs Pakistan Live Score: ପାକିସ୍ତାନର ଷଷ୍ଠ ଓ୍ୱିକେଟର ପତନ

ପାକିସ୍ତାନ: 170/06

ଶାଦାବ ଖାନ: 02
ମହମ୍ମଦ ନଓ୍ୱାଜ: 01

ଭାରତ
ବୋଲର: କୂଲଦୀପ ଯାଦବ

35th ଓଭର
0.1.0.0.1.0

ଶେଷ ଓ୍ୱିକେଟ
ମହମ୍ମଦ ରିଜଓ୍ୱାନ: 49

16:44 PM

India Vs Pakistan Live Score: ପାକିସ୍ତାନର ଷଷ୍ଠ ଓ୍ୱିକେଟର ପତନ

ପାକିସ୍ତାନ: 168/06

ସାଦାବ ଖାନ: 00
ମହମ୍ମଦ ନଓ୍ୱାଜ: 00

ଭାରତ
ବୋଲର: ଜଶପ୍ରିତ ବୁମରା

34th ଓଭର
0.0.0.1.1.W

ଶେଷ ଓ୍ୱିକେଟ
ମହମ୍ମଦ ରିଜଓ୍ୱାନ: 49

fallback

16:39 PM

India Vs Pakistan Live Score: ପାକିସ୍ତାନର ପଞ୍ଚମ ଓ୍ୱିକେଟର ପତନ

ପାକିସ୍ତାନ: 166/05

ଶାଦାବ ଖାନ: 00
ମହମ୍ମଦ ରିଜଓ୍ୱାନ: 48

ଭାରତ
ବୋଲର: କୂଲଦୀପ ଯାଦବ

33rd ଓଭର
0.W.0.4.0.W

ଶେଷ ଓ୍ୱିକେଟ
ଇଫତିଖାର ଅହମ୍ମଦ: 04

fallback

16:37 PM

India Vs Pakistan Live Score: ପଞ୍ଚମ ଓ୍ୱିକେଟର ପତନ

ପାକିସ୍ତାନର ପଞ୍ଚମ ଓ୍ୱିକେଟର ପତନ। ପଞ୍ଚମ ଓ୍ୱିକେଟ ଭାବେ ଇଫତିଖାର ଅହମ୍ମଦ ବ୍ୟକ୍ତିଗତ ୪ ରନ କରି ପାଭିଲିୟନ ଫେରିଛନ୍ତି। କୂଲଦୀପ ଯାଦବଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଛନ୍ତି ଇଫତିଖାର। 

16:34 PM

India Vs Pakistan Live Score: ଚତୁର୍ଥ ଓ୍ୱିକେଟର ପତନ

ପାକିସ୍ତାନର ଚତୁର୍ଥ ଓ୍ୱିକେଟର ପତନ। ଚତୁର୍ଥ ଓ୍ୱିକେଟ ଭାବେ ସଉଦ ଶକିଲ ବ୍ୟକ୍ତିଗତ ୧୦ ରନ କରି ପାଭିଲିୟନ ଫେରିଛନ୍ତି। କୂଲଦୀପ ଯାଦବଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପାଭିଲିୟନ ଫେରିଛନ୍ତି ସଉଦ। 

16:30 PM

India Vs Pakistan Live Score: ପାକିସ୍ତାନର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 162/03

ସଉଦ ଶକିଲ: 06
ମହମ୍ମଦ ରିଜଓ୍ୱାନ: 48

ଭାରତ
ବୋଲର: ମହମ୍ମଦ ସିରାଜ

32nd ଓଭର
2.0.0.1.1.1

ଶେଷ ଓ୍ୱିକେଟ
ବାବର ଆଜମ: 50

16:23 PM

India Vs Pakistan Live Score: ପାକିସ୍ତାନର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 157/03

ସଉଦ ଶକିଲ: 02
ମହମ୍ମଦ ରିଜଓ୍ୱାନ: 47

ଭାରତ
ବୋଲର: କୂଳଦୀପ ଯାଦବ

31th ଓଭର
0.1.0.0.0.0

ଶେଷ ଓ୍ୱିକେଟ
ବାବର ଆଜମ: 50

fallback

16:19 PM

India Vs Pakistan Live Score: ପାକିସ୍ତାନର ତୃତୀୟ ଓ୍ୱିକେଟର ପତନ

ପାକିସ୍ତାନ: 156/03

ସଉଦ ଶକିଲ: 01
ମହମ୍ମଦ ରିଜଓ୍ୱାନ: 47

ଭାରତ
ବୋଲର: ମହମ୍ମଦ ସିରାଜ

30th ଓଭର
4.0.B1.W.1.0

ଶେଷ ଓ୍ୱିକେଟ
ବାବର ଆଜମ: 50

16:16 PM

India Vs Pakistan Live Score: ବାବର ଆଉଟ

ଅର୍ଦ୍ଧଶତକ ପୂରଣ କରି ପାଭିଲିୟନ ଫେରିଲେ ବାବର ଆଜମ। ମହମ୍ମଦ ସିରାଜଙ୍କ ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ଫେରିଛନ୍ତି ବାବର ଆଜମ। ଏହା ସହିତ ପାକିସ୍ତାନର ତୃତୀୟ ଓ୍ୱିକେଟର ପତନ ଘଟିଛି।

fallback

16:12 PM

India Vs Pakistan Live Score: ଅର୍ଦ୍ଧଶତକ ପୂରଣ କଲେ ବାବର ଆଜମ

ପାକିସ୍ତାନ: 150/02

ବାବର ଆଜମ: 50
ମହମ୍ମଦ ରିଜଓ୍ୱାନ: 43

ଭାରତ
ବୋଲର: କୂଲଦୀପ ଯାଦବ

29th ଓଭର
0.1.0.1.0.4

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

fallback

16:08 PM

India Vs Pakistan Live Score: ବିଶାଳ ସ୍କୋର ଲକ୍ଷ୍ୟରେ ପାକିସ୍ତାନ

ପାକିସ୍ତାନ: 144/02

ବାବର ଆଜମ: 45
ମହମ୍ମଦ ରିଜଓ୍ୱାନ: 42

ଭାରତ
ବୋଲର: ମହମ୍ମଦ ସିରାଜ

28th ଓଭର
1.1.4.2.1.4

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

16:03 PM

India Vs Pakistan Live Score: ବିଶାଳ ସ୍କୋର ଲକ୍ଷ୍ୟରେ ପାକିସ୍ତାନ

ପାକିସ୍ତାନ: 131/02

ବାବର ଆଜମ: 37
ମହମ୍ମଦ ରିଜଓ୍ୱାନ: 37

ଭାରତ
ବୋଲର: କୂଳଦୀବ ଯାଦବ

27th ଓଭର
1.1.0.0.0.0

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

16:00 PM

India Vs Pakistan Live Score: ବିଶାଳ ସ୍କୋର ଲକ୍ଷ୍ୟରେ ପାକିସ୍ତାନ

ପାକିସ୍ତାନ: 129/02

ବାବର ଆଜମ: 36
ମହମ୍ମଦ ରିଜଓ୍ୱାନ: 36

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

26th ଓଭର
1.0.2.0.0.1

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:57 PM

India Vs Pakistan Live Score: ବିଶାଳ ସ୍କୋର ଲକ୍ଷ୍ୟରେ ପାକିସ୍ତାନ

ପାକିସ୍ତାନ: 125/02

ବାବର ଆଜମ: 35
ମହମ୍ମଦ ରିଜଓ୍ୱାନ: 33

ଭାରତ
ବୋଲର: କୂଳଦୀପ ଯାଦବ

25th ଓଭର
1.0.0.0.0.1

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:49 PM

India Vs Pakistan Live Score: ବିଶାଳ ସ୍କୋର ଲକ୍ଷ୍ୟରେ ପାକିସ୍ତାନ

ପାକିସ୍ତାନ: 123/02

ବାବର ଆଜମ: 34
ମହମ୍ମଦ ରିଜଓ୍ୱାନ: 32

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

24th ଓଭର
0.1.1.0.0.1

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:47 PM

India Vs Pakistan Live Score: ବିଶାଳ ସ୍କୋର ଲକ୍ଷ୍ୟରେ ପାକିସ୍ତାନ

ପାକିସ୍ତାନ: 120/02

ବାବର ଆଜମ: 33
ମହମ୍ମଦ ରିଜଓ୍ୱାନ: 30

ଭାରତ
ବୋଲର: କୂଳଦୀପ ଯାଦବ

23rd ଓଭର
0.0.1.4.1.0

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:45 PM

India Vs Pakistan Live Score: ବିଶାଳ ସ୍କୋର ଲକ୍ଷ୍ୟରେ ପାକିସ୍ତାନ

ପାକିସ୍ତାନ: 114/02

ବାବର ଆଜମ: 32
ମହମ୍ମଦ ରିଜଓ୍ୱାନ: 25

ଭାରତ
ବୋଲର: ରବୀନ୍ଦ୍ର ଜାଡ଼େଜା

22th ଓଭର
0.1.0.4.4.0

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:41 PM

India Vs Pakistan Live Score: ବିଶାଳ ସ୍କୋର ଲକ୍ଷ୍ୟରେ ପାକିସ୍ତାନ

ପାକିସ୍ତାନ: 105/02

ବାବର ଆଜମ: 31
ମହମ୍ମଦ ରିଜଓ୍ୱାନ: 17

ଭାରତ
ବୋଲର: କୂଳଦୀପ ଯାଦବ

21th ଓଭର
0.0.1.0.1.0

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

fallback

15:38 PM

India Vs Pakistan Live Score: ବିଶାଳ ସ୍କୋର ଲକ୍ଷ୍ୟରେ ପାକିସ୍ତାନ

ପାକିସ୍ତାନ: 103/02

ବାବର ଆଜମ: 30
ମହମ୍ମଦ ରିଜଓ୍ୱାନ: 16

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

20th ଓଭର
1.0.0.0.0.0

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:34 PM

India Vs Pakistan Live Score: ଦ୍ୱିତୀୟ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 102/02

ବାବର ଆଜମ: 30
ମହମ୍ମଦ ରିଜଓ୍ୱାନ: 15

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

19th ଓଭର
0.0.4.1.1.0

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:32 PM

India Vs Pakistan Live Score: ଦ୍ୱିତୀୟ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 96/02

ବାବର ଆଜମ: 25
ମହମ୍ମଦ ରିଜଓ୍ୱାନ: 14

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

18th ଓଭର
0.0.1.1.4.0

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:30 PM

India Vs Pakistan Live Score: ଦ୍ୱିତୀୟ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 84/02

ବାବର ଆଜମ: 24
ମହମ୍ମଦ ରିଜଓ୍ୱାନ: 09

ଭାରତ
ବୋଲର: ଶାର୍ଦ୍ଦୁଳ ଠାକୁର

17th ଓଭର
4.1.1.0.0.0

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:25 PM

India Vs Pakistan Live Score: ଦ୍ୱିତୀୟ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 84/02

ବାବର ଆଜମ: 19
ମହମ୍ମଦ ରିଜଓ୍ୱାନ: 08

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

16th ଓଭର
1.0.1.1.1.1

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:23 PM

India Vs Pakistan Live Score: ନଜର ଆସିଲେ ସଚିନ

ବିଶ୍ୱକପ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ନଜର ଆସିଲେ ସଚିନ ତେନ୍ଦୁଲକର। ବିରାଟଙ୍କ ସହିତ ଆଲୋଚନା କରୁଥିବା ସମୟରେ ନଜର ଆସିଛନ୍ତି ମାଷ୍ଟରବ୍ଲାଷ୍ଟର। ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଷ୍ଟାଡ଼ିୟମରେ ଉପସ୍ଥିତ ଅଛନ୍ତି ସଚିନ।

fallback

15:22 PM

India Vs Pakistan Live Score: ଦ୍ୱିତୀୟ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 79/02

ବାବର ଆଜମ: 16
ମହମ୍ମଦ ରିଜଓ୍ୱାନ: 06

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

15th ଓଭର
0.0.0.0.0.4

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:14 PM

India Vs Pakistan Live Score: ଦ୍ୱିତୀୟ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 75/02

ବାବର ଆଜମ: 16
ମହମ୍ମଦ ରିଜଓ୍ୱାନ: 02

ଭାରତ
ବୋଲର: ରବିନ୍ଦ୍ର ଜାଡ଼େଜା

14th ଓଭର
0.0.0.0.1.0

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:09 PM

India Vs Pakistan Live Score: ଦ୍ୱିତୀୟ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 74/02

ବାବର ଆଜମ: 16
ମହମ୍ମଦ ରିଜଓ୍ୱାନ: 01

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

13th ଓଭର
1.4.W.0.0.1

ଶେଷ ଓ୍ୱିକେଟ
ଇମାମ-ଉଲ-ହକ: 36

15:06 PM

India Vs Pakistan Live Score: ଇମାମ ଉଲ ହକ ଆଉଟ

ପାକିସ୍ତାନକୁ ଦ୍ୱିତୀୟ ଝଟକା। ଦ୍ୱିତୀୟ ଓ୍ୱିକେଟ ଭାବେ ଇମାମ ଉଲ ହକ ବ୍ୟକ୍ତିଗତ ୩୬ ରନ କରି ଆଉଟ ହୋଇଛନ୍ତି। ହାର୍ଦ୍ଦିକଙ୍କ ବଲରେ ଆଉଟ ହୋଇ ପାଭିଲିୟନ ଫେରିଛନ୍ତି ଇମାମ ଉଲ ହକ। 

fallback

15:02 PM

India Vs Pakistan Live Score: ପ୍ରଥମ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 68/01

ବାବର ଆଜମ: 15
ଇମାମ-ଉଲ-ହକ: 32

ଭାରତ
ବୋଲର: କୂଳଦୀପ ଯାଦବ

12th ଓଭର
1.0.1.2.0.4

ଶେଷ ଓ୍ୱିକେଟ
ଅବ୍ଦୁଲ ସାଫିକ: 20

14:57 PM

India Vs Pakistan Live Score: ପ୍ରଥମ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 60/01

ବାବର ଆଜମ: 14
ଇମାମ-ଉଲ-ହକ: 25

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

11th ଓଭର
1.1.0.1.4.4

ଶେଷ ଓ୍ୱିକେଟ
ଅବ୍ଦୁଲ ସାଫିକ: 20

14:52 PM

India Vs Pakistan Live Score: ପ୍ରଥମ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 49/01

ବାବର ଆଜମ: 05
ଇମାମ-ଉଲ-ହକ: 23

ଭାରତ
ବୋଲର: ମହମ୍ମଦ ସିରାଜ

10th ଓଭର
0.0.1.0.0.0

ଶେଷ ଓ୍ୱିକେଟ
ଅବ୍ଦୁଲ ସାଫିକ: 20

14:46 PM

India Vs Pakistan Live Score: ପ୍ରଥମ ଓ୍ୱିକେଟ ହରାଇଲା ପାକିସ୍ତାନ

ପାକିସ୍ତାନ: 48/01

ବାବର ଆଜମ: 05
ଇମାମ-ଉଲ-ହକ: 22

ଭାରତ
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

9th ଓଭର
1.0.1.1.0.4

ଶେଷ ଓ୍ୱିକେଟ
ଅବ୍ଦୁଲ ସାଫିକ: 20

14:42 PM

India Vs Pakistan Live Score: ବ୍ୟାଟିଂ କରୁଛି ପାକିସ୍ତାନ

ପାକିସ୍ତାନ: 41/01

ଅବ୍ଦୁଲ ସାଫିକ: 20
ଇମାମ-ଉଲ-ହକ: 20

ଭାରତ
ବୋଲର: ମହମ୍ମଦ ସିରାଜ

8th ଓଭର
1.1.1.0.1.W

ଶେଷ ଓ୍ୱିକେଟ
ଅବ୍ଦୁଲ ସାଫିକ: 20

14:41 PM

India Vs Pakistan Live Score: ବ୍ୟାଟିଂ କରୁଛି ପାକିସ୍ତାନ

ଭାରତକୁ ପ୍ରଥମ ସଫଳତା। ମହମ୍ମଦ ସିରାଜଙ୍କ ବଲରେ ଏଲବିଡବ୍ଲ୍ୟୁ ହେଲେ ଅବ୍ଦୁଲ ସାଫିକ। ବ୍ୟକ୍ତିଗତ ୨୦ ରନ କରି ପାଭିଲିୟନ ଫେରିଛନ୍ତି ସାଫିକ।

fallback

14:34 PM

India Vs Pakistan Live Score: ବ୍ୟାଟିଂ କରୁଛି ପାକିସ୍ତାନ

ପାକିସ୍ତାନ: 37/00

ଅବ୍ଦୁଲ ସାଫିକ: 18
ଇମାମ-ଉଲ-ହକ: 18

ଭାରତ
ବୋଲର: ଜଶପ୍ରିତ ବୁମରା

7th ଓଭର
0.4.1.0.0.4

fallback

14:28 PM

India Vs Pakistan Live Score: ବ୍ୟାଟିଂ କରୁଛି ପାକିସ୍ତାନ

ପାକିସ୍ତାନ: 28/00

ଅବ୍ଦୁଲ ସାଫିକ: 13
ଇମାମ-ଉଲ-ହକ: 13

ଭାରତ
ବୋଲର: ମହମ୍ମଦ ସିରାଜ

ଷଷ୍ଠ ଓଭର
2.0.LB1.1.1.0

14:23 PM

India Vs Pakistan Live Score: ବ୍ୟାଟିଂ କରୁଛି ପାକିସ୍ତାନ

ପାକିସ୍ତାନ: 23/00

ଅବ୍ଦୁଲ ସାଫିକ: 10
ଇମାମ-ଉଲ-ହକ: 13

ଭାରତ
ବୋଲର: ଜଶପ୍ରିତ ବୁମରା

ପଞ୍ଚମ ଓଭର
0.0.0.0.0.0

fallback

14:18 PM

India Vs Pakistan Live Score: ବ୍ୟାଟିଂ କରୁଛି ପାକିସ୍ତାନ

ପାକିସ୍ତାନ: 23/00

ଅବ୍ଦୁଲ ସାଫିକ: 10
ଇମାମ-ଉଲ-ହକ: 13

ଭାରତ
ବୋଲର: ମହମ୍ମଦ ସିରାଜ

ଚତୁର୍ଥ ଓଭର
4.0.0.1.1.0

fallback

14:13 PM

India Vs Pakistan Live Score: ବ୍ୟାଟିଂ କରୁଛି ପାକିସ୍ତାନ

ପାକିସ୍ତାନ: 17/00

ଅବ୍ଦୁଲ ସାଫିକ: 05
ଇମାମ-ଉଲ-ହକ: 12 

ଭାରତ
ବୋଲର: ଜଶପ୍ରିତ ବୁମରା

ତୃତୀୟ ଓଭର
0.0.1.0.0.0

14:09 PM

India Vs Pakistan Live Score: ବ୍ୟାଟିଂ କରୁଛି ପାକିସ୍ତାନ

ପାକିସ୍ତାନ: 16/00

ଅବ୍ଦୁଲ ସାଫିକ: 04
ଇମାମ-ଉଲ-ହକ: 12 

ଭାରତ
ବୋଲର: ମହମ୍ମଦ ସିରାଜ

ଦ୍ୱିତୀୟ ଓଭର
4.4.0.4.0.0

14:04 PM

India Vs Pakistan Live Score: ବ୍ୟାଟିଂ କରୁଛି ପାକିସ୍ତାନ

ପାକିସ୍ତାନ: 04/00

ଅବ୍ଦୁଲ ସାଫିକ: 04
ଇମାମ-ଉଲ-ହକ: 00 

ଭାରତ
ବୋଲର: ଜଶପ୍ରିତ ବୁମରା

ପ୍ରଥମ ଓଭର
0.0.0.0.0.4

13:40 PM

India Vs Pakistan Live Score: ପାକିସ୍ତାନ ଦଳ

ପାକିସ୍ତାନର ଚୂଡ଼ାନ୍ତ ଏକଦାଶ: ଅବ୍ଦୁଲ ସାଫିକ, ଇମାମ-ଉଲ-ହକ, ବାବର ଆଜମ(ଅଧିନାୟକ), ମହମ୍ମଦ ରିଜଓ୍ୱାନ, ସଉଦ ସକିଲ, ଇଫତିଖାର ଅହମ୍ମଦ, ଶାଦାବ ଖାନ, ମହମ୍ମଦ ନଓ୍ୱାଜ, ହାସନ ଅଲ୍ଲି, ଶାହିନ ଆଫ୍ରିଦି, ହାରିଶ ରୌଫ

13:36 PM

India Vs Pakistan Live Score: ଖେଳିବେ ଶୁବମନ

ଭାରତର ଚୂଡ଼ାନ୍ତ ଏକଦାଶ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟାଶ ଆୟାର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଜଶପ୍ରିତ ବୁମରା, ମହମ୍ମଦ ସିରାଜ

13:33 PM

India Vs Pakistan Live Score: ପଡ଼ିଲା ଟସ

ଆଜି ବିଶ୍ୱକପର ୧୨ଶ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଓ ପାକିସ୍ତାନକୁ ଭେଟିବେ। ତେବେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ। ଆମନ୍ତ୍ରଣ ପାଇଁ ବ୍ୟାଟିଂ କରିବ ପାକିସ୍ତାନ। 

fallback

12:47 PM

India Vs Pakistan Live Score: କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟାଡ଼ିୟମ

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖବର ଅନୁଯାୟୀ, ଏହି ମ୍ୟାଚ୍ ପାଇଁ ଭାରତ ସରକାର ୧୧ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ କରିଛନ୍ତି। ଷ୍ଟାଡ଼ିୟମକୁ ଜଗିଛନ୍ତି ଦେଶର ସବୁଠାରୁ ସେନାର ଫୋର୍ସ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖବର ଅନୁଯାୟୀ, ଏହି ମ୍ୟାଚ୍ ପାଇଁ ଭାରତ ସରକାର ୧୧ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ କରିଛନ୍ତି। ଷ୍ଟାଡ଼ିୟମକୁ ଜଗିଛନ୍ତି ଦେଶର ସବୁଠାରୁ ସେନାର ଫୋର୍ସ। ଏଠାରେ କହି ରଖୁ କି ଷ୍ଟାଡିୟମକୁ ଆସୁଥିବା ଏକ ଲକ୍ଷରୁ ଅଧିକ ଲୋକଙ୍କ ସୁରକ୍ଷା ପାଇଁ ଭାରତ ସରକାର NSD କମାଣ୍ଡୋ ଏବଂ ଡ୍ରୋନ୍ ଟିମ୍ ନିୟୋଜିତ କରିଛନ୍ତି। ଏହା ସହିତ ବୋମା ଡିସପୋଜେବଲ୍ ସ୍କ୍ୱାର୍ଡ ଏବଂ SDRF ଏବଂ NDRF ର ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି।

fallback

12:34 PM

India Vs Pakistan Live Score: ଷ୍ଟାଡ଼ିୟମରେ ପହଞ୍ଚିଲେ ଭାରତୀୟ ଦଳ

ଭାରତୀୟ ଖେଳାଳିଙ୍କୁ ଦେଖିବାକୁ ଷ୍ଟାଡ଼ିୟମରେ ପ୍ରଶଂସକଙ୍କ ଭିଡ଼। ଦେଖନ୍ତୁ ଭିଡ଼ିଓ

 

12:21 PM

India Vs Pakistan Live Score: ଷ୍ଟାଡ଼ିୟମରେ ପହଞ୍ଚିଲେ ଉଭୟ ଦଳ

ମ୍ୟାଚ ପାଇଁ ଉଭୟ ଭାରତ ଓ ପାକିସ୍ତାନ ଦଳ କଡ଼ ସୁରକ୍ଷା ମଧ୍ୟରେ ଷ୍ଟାଡ଼ିୟମରେ ପହଞ୍ଚିଛନ୍ତି। 

 

12:16 PM

India Vs Pakistan Live Score: ଲାଇଭ ବ୍ଲଗକୁ ସ୍ୱାଗତ

ନମସ୍କାର ବନ୍ଧୁଗଣ, Zee Odisha କ୍ରିକେଟ ବିଶ୍ୱକପ୍ ୨୦୨୩ ଲାଇଭ ଅପଡ଼େଟକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆମେ ଆପଣଙ୍କୁ ଭାରତ-ପାକିସ୍ତାନ ମ୍ୟାଚର ଟିକିନିଖ ଅପଡ଼େଟ୍ ପ୍ରଦାନ କରିବୁ। ଅକ୍ଟୋବର ୧୪ ତାରିଖ ଶନିବାର ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ ଠାରେ ଖେଳାଯିବ ଭାରତ-ପାକିସ୍ତାନ ୨୦୨୩ ବିଶ୍ୱକପ୍ ମ୍ୟାଚ୍। ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ହେବାକୁ ଯାଉଥିବା ମୁକାବିଲାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏବେ ଠାରୁ ଉତ୍କଣ୍ଠା ବଢିବାରେ ଲାଗିଲାଣି। ଶନିବାର ମଧ୍ୟାନ୍ନ ୧:୩୦ ସମୟରେ ଆରମ୍ଭ ହେବ ଏହି ମ୍ୟାଚ୍।  

12:13 PM

India Vs Pakistan Live Score: ଅହମ୍ମଦାବାଦରେ ପହଞ୍ଚିଲେ ସଚିନ

ଭାରତ-ପାକ ମ୍ୟାଚ ପୂର୍ବରୁ ଅହମ୍ମଦାବାଦ ଷ୍ଟାଡ଼ିୟମରେ କ୍ରିକେଟର, ବଲିଉଡ଼ ତାରକା ତଥା ଅନ୍ୟ ସେଲିବ୍ରିଟିମାନେ ପହଞ୍ଚିଛନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ସଚିନ ତେନ୍ଦୁଲକର ମଧ୍ୟ ଟିମ୍ ଇଣ୍ଡିଆକୁ ସମର୍ଥନ କରିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ସେ କହିଥିଲେ ଯେ ଫଳାଫଳ ତୁମ ଏବଂ ମୁଁ ଚାହୁଁଥିବା ପରି ହେବ। ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ ବିରାଟ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ତାଙ୍କୁ ଉତ୍ସାହିତ କରିବା ପାଇଁ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ସେହିପରି କଣ୍ଠଶିଳ୍ପୀ ଅରିଜିତ ସିଂ ଅହମ୍ମଦାବାଦରେ ପହଞ୍ଚିଛନ୍ତି। ସେ ମ୍ୟାଚ୍ ପୂର୍ବରୁ ପ୍ରଦର୍ଶନ କରିବେ। ତାଙ୍କ ବ୍ୟତୀତ ଅନେକ ବଲିଉଡ ତାରକା ମଧ୍ୟ ଅଭିନୟ କରିବେ।