IND vs PAK: ପାକିସ୍ତାନର ପରାଜୟ ପରେ କାନ୍ଦି ପକାଇଲେ ନାସିମ ଶାହା, ଏପରି କିଛି କରି ହୃଦୟ ଜିତିଲେ ରୋହିତ, ଦେଖନ୍ତୁ ଫଟୋ

Written ByJagdish Barik
Published: Jun 10, 2024, 03:11 PM IST|Updated: Jun 10, 2024, 03:19 PM IST

Naseem Shah crying Photo:  ଭାରତ ବିପକ୍ଷରେ ଯେତେବେଳେ ପାକିସ୍ତାନକୁ ୬ ରନରେ ପରାଜୟର ହୋଇଥିଲା, ସେତେବେଳେ ପାକିସ୍ତାନର ଯୁବ ଦ୍ରୁତ ବୋଲର ନାସିମ ଶାହା ନିଜ ଲୁହକୁ ଅଟକାଇପାରି ନଥିଲେ। ଏହାପରେ ରୋହିତ ଶର୍ମା ସାନ୍ତ୍ୱନା ଦେଇଥିଲେ।