Cricket in Olympics: ଅଲମ୍ପିକରେ କ୍ରିକେଟ୍ ସାମିଲ ହେବା ନେଇ ଏହି ଖେଳାଳିଙ୍କୁ ଶ୍ରେୟ ଦେଲା IOC

Cricket in Olympics 2023: କ୍ରିକେଟକୁ ପୁଣିଥରେ ଅଲମ୍ପିକରେ ସାମିଲ କରିବା ନେଇ ଅନ୍ତର୍ଜାତୀୟ ଅଲମ୍ପିକ୍ କମିଟି (International Olympic Committee) ନିଷ୍ପତ୍ତି ନେଇଛି । ଏନେଇ କମିଟି ସଭାପତି ଥୋମାସ ବାଚ (Thomas Bach) ଅଲମ୍ପିକ୍ସରେ କ୍ରିକେଟର ପ୍ରବେଶକୁ ନେଇ ଘୋଷଣା କରିଥିଲେ । ଆଇଓସିର ଅନୁମୋଦନ ପରେ ଆଇସିସି ମଧ୍ୟ ଏହାକୁ ଗ୍ରୀନ୍ ସିଗନାଲ ଦେଖାଇଛି ।

Cricket in Olympics: ଅଲମ୍ପିକରେ କ୍ରିକେଟ୍ ସାମିଲ ହେବା ନେଇ ଏହି ଖେଳାଳିଙ୍କୁ ଶ୍ରେୟ ଦେଲା IOC
Image Credit: ସୌ(ସୋସିଆଲ ମିଡିଆ)

About the Author