Babar Azam: ବାବର ଆଜମ ଭାଙ୍ଗିଲେ ବିରାଟ କୋହଲିଙ୍କ ଏହି ବିଶ୍ୱ ରେକର୍ଡ

Babar Azam Breaks Virat Kohli's World Record: ପାକିସ୍ତାନର ଅଧିନାୟକ ବାବର ଆଜାମ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ରନ୍ ସ୍କୋର କରବାର ଖେଳାଳି ହୋଇଯାଇଛନ୍ତି। ଆମେରିକା ବିପକ୍ଷ ମ୍ୟାଚରେ ସେ ଏହି ସଫଳତା ହାସଲ କରିଛନ୍ତି। ଏହା ସମେତ ବାବର ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି।

Babar Azam: ବାବର ଆଜମ ଭାଙ୍ଗିଲେ ବିରାଟ କୋହଲିଙ୍କ ଏହି ବିଶ୍ୱ ରେକର୍ଡ
Image Credit: Babar Azam Breaks Virat Kohli's World Record

About the Author