Afghanistan: ବିଶ୍ୱକପରେ ବଡ଼ ବିପର୍ଯ୍ୟୟ, ସେମିରେ ଆଫଗାନିସ୍ତାନ

ନୂଆଦିଲ୍ଲୀ: ଚଳିତ ଟି୨୦ ବିଶ୍ୱକପରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବାଂଲାଦେଶକୁ ହରାଇ ପ୍ରଥମ ଥର ପାଇଁ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ। ଆଫଗାନିସ୍ତାନ କ୍ରିକେଟ୍ ପାଇଁ ଏହା ଏକ ଐତିହାସିକ ମୁହୂର୍ତ୍ତ। ଏଠାରେ କହି ରଖୁ ଯେ ବାଂଲାଦେଶ ବିପକ୍ଷ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଫଗାନିସ୍ତାନ ଏକ ଚମତ୍କାର ବିଜୟ ହାସଲ

Afghanistan: ବିଶ୍ୱକପରେ ବଡ଼ ବିପର୍ଯ୍ୟୟ, ସେମିରେ ଆଫଗାନିସ୍ତାନ

About the Author