ବିଶ୍ୱକପ୍ ଫାଇନାଲକୁ ନେଇ ICC ଶୁଣାଇଲା ବଡ଼ ରାୟ, ଭାଙ୍ଗିଯିବ ଭାରତୀୟ ପ୍ରଶଂସକଙ୍କ ହୃଦୟ!

World Cup 2023: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ଫାଇନାଲରେ ବ୍ୟବହୃତ ହୋଇଥିବା ପିଚ୍ କୁ ନେଇ ବର୍ତ୍ତମାନ ଆଇସିସିର ଏକ ନିଷ୍ପତ୍ତି ଶୁଣାଇଛି । ପିଚ୍ କୁ ନେଇ ଆଇସିସି କହିଛି ଯେ ଏହା ଏକ 'ଏଭେରେଜ୍' ପିଚ୍ ରହିଥିଲା ।

ବିଶ୍ୱକପ୍ ଫାଇନାଲକୁ ନେଇ ICC ଶୁଣାଇଲା ବଡ଼ ରାୟ, ଭାଙ୍ଗିଯିବ ଭାରତୀୟ ପ୍ରଶଂସକଙ୍କ ହୃଦୟ!
Image Credit: ICC Pitch Ratings

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More