Team India Head Coach: ଗୌତମ ଗମ୍ଭୀର ନୁହଁନ୍ତି ଜିମ୍ବାୱେ ଗସ୍ତ ପାଇଁ ଏହି ଭେଟେରାନ ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

Team India New Head Coach: ଟିମ୍ ଇଣ୍ଡିଆ ଖୁବ୍ ଶୀଘ୍ର ଏକ ନୂଆ ହେଡ୍ କୋଚ୍ ପାଇବାକୁ ଯାଉଛି, ଯେଉଁଥିରେ ଗୌତମ ଗମ୍ଭୀରଙ୍କ (Gautam Gambhir) ନାମ ଆଗରେ ରହିଛି। କିନ୍ତୁ ଜିମ୍ବାୱେ ଗସ୍ତ ପାଇଁ ଗୌତମ ଗମ୍ଭୀର ଆଉ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରିବେ ନାହିଁ। ବରଂ ଅନ୍ୟଜଣେ ଭେଟେରାନ ଟିମ୍ ଇଣ୍ଡିଆର କୋଚ୍ ହୋଇପାରନ୍ତି।

Team India Head Coach: ଗୌତମ ଗମ୍ଭୀର ନୁହଁନ୍ତି ଜିମ୍ବାୱେ ଗସ୍ତ ପାଇଁ ଏହି ଭେଟେରାନ ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍
Image Credit: Gautam Gambhir

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More