୧୭୮୯ଜଣ ଶିକ୍ଷକଙ୍କୁ ମିଳିବ ସପ୍ତମ ବେତନ କମିଶନ ଦରମା

7th Pay Commission Salary: ରାଜ୍ୟ କ୍ୟାବିନେଟର ଅନୁମୋଦନ ଆଜି ଶିକ୍ଷକଙ୍କ ପାଇଁ ଖୁସି ଖବର ଆଣିଦେଇଛି । ଶତପ୍ରତିଶତ ବ୍ଲକଗ୍ରାଣ୍ଟ ପାଉଥିବା ସମସ୍ତ ଅନୁଦାନପ୍ରାପ୍ତ ଜୁନିୟର କଲେଜ, ବେସରକାରୀ କଲେଜ ଏବଂ ମାଧ୍ୟମିକ ସ୍କୁଲର ଶିକ୍ଷକଙ୍କ ସମେତ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ପ୍ରଦାନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି ।

୧୭୮୯ଜଣ ଶିକ୍ଷକଙ୍କୁ ମିଳିବ ସପ୍ତମ ବେତନ କମିଶନ ଦରମା

About the Author