Weather News: ୩ଟି ସହରର ତାପମାତ୍ରା ୩୬ ଡିଗ୍ରୀ ପରେ, ଆସନ୍ତାକାଲି ଏହି ସ୍ଥାନରେ ବର୍ଷା ସମ୍ଭାବନା...

Weather News: ଆଜି ସମୁଦାୟ ୧୮ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ରେକର୍ଡ ହୋଇଛି । ୩ଟି ସ୍ଥାନରେ ପାରଦ ୩୬ ଡିଗ୍ରୀ ସେଲସିୟସ୍ ପାର୍ କରିଛି । ସେହି ସ୍ଥାନ ମଧ୍ୟରେ ରହିଛି ସୋନପୁର, ଭୁବନେଶ୍ୱର ଏବଂ ତାଳଚେର । ସୋନପୁରରେ ସର୍ବାଧିକ ୩୬.୩ ଡିଗ୍ରୀ, ଭୁବନେଶ୍ୱର ଏବଂ ତାଳଚେରରେ ୩୬.୨ ଡିଗ୍ରୀ ରେକର୍ଡ ହୋଇଛି ।

Weather News: ୩ଟି ସହରର ତାପମାତ୍ରା ୩୬ ଡିଗ୍ରୀ ପରେ, ଆସନ୍ତାକାଲି ଏହି ସ୍ଥାନରେ ବର୍ଷା ସମ୍ଭାବନା...

About the Author