Crime News: ନିଜକୁ ଦିବ୍ୟାଙ୍ଗ ସଜେଇ ଭିକ ମାଗୁଥିଲେ ୪ ଯୁବକ, ଗିରଫ କଲା ପୋଲିସ୍

Crime News: ଅନ୍ୟ ଆଖିରେ ନିଜକୁ ଦିବ୍ୟାଙ୍ଗ କରିବା ପାଇଁ ବ୍ୟବହାର କରୁଥିଲେ ଆଶାବାଡି ସହ ବିଭିନ୍ନ ଉପକରଣ । ଏପରି ଏକ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ୍ । ଉତ୍ତରପ୍ରଦେଶ ସୁଲତାନପୁର ନିକଟରୁ ୪ ଯୁବକ ଭିକ ମାଗିବା ପାଇଁ ଆସିଥିଲେ ଭୁବନେଶ୍ୱର । ସେହି ଯୁବକମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

Crime News: ନିଜକୁ ଦିବ୍ୟାଙ୍ଗ ସଜେଇ ଭିକ ମାଗୁଥିଲେ ୪ ଯୁବକ, ଗିରଫ କଲା ପୋଲିସ୍

About the Author