Mohan Govt: ସାତ ଦିନରେ ସେହି ୫ ବିଷୟ ଯେଉଁଠି ଝୁଣ୍ଟିଛି ମୋହନ ସରକାର

Mohan Govt: ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ମୋନ ମାଝିଙ୍କ ସରକାରକୁ ୭ ଦିନ ପୂରିଛି। ୧୨ ତାରିଖ ଦିନ ଏହି ସରକାର ୧୬ଜଣ ମନ୍ତ୍ରୀଙ୍କ ସହ ରାଜ୍ୟକୁ ଶାସନ ପାଇଁ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲା। ଏହି ସାତ ଦିନ ଭିତରେ କିନ୍ତୁ ସରକାରର ସଫଳତା ଯେତିକି ଚର୍ଚ୍ଚାକୁ ଆସି ନାହିଁ ପାଦେ ପାଦେ ଝୁଣ୍ଟିବା ନଜରକୁ ଆସିଛି।

Mohan Govt: ସାତ ଦିନରେ ସେହି ୫ ବିଷୟ ଯେଉଁଠି ଝୁଣ୍ଟିଛି ମୋହନ ସରକାର
Image Credit: Mohan Govt

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More