Jagatsinghpur News: ଅପହଞ୍ଚ ସରକାରୀ ଯୋଜନା, ପାଲ ତଳେ ଜୀବନ କାଟୁଛନ୍ତି ନିତ୍ୟାନନ୍ଦଙ୍କ ପରିବାର

Odisha News: ଆଜିବି ଅପହଂଚ ସରକାରୀ ଯୋଜନା। ନ ଅଛି ପକ୍କା ଘର ନା ମିଳୁଛି କୌଣସି ଯୋଜନାର ସୁବିଧା। ଦିର୍ଘ ୨୫ ବର୍ଷ ହେବ ଏକ ଅଭିଶପ୍ତ ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ନିତ୍ୟାନନ୍ଦଙ୍କ ପରିବାର। ପଲିଥିନର ଏକ କୁଡିଆ ଘରେ ରହୁଥିବା ନିତ୍ୟାନନ୍ଦ ପରିବାରଙ୍କ ପାଇଁ ସରକାରୀ ଯୋଜନା ସାତ ସପନ ପାଲଟିଥିବା ବେଳେ ଦୀର୍ଘ ୨୫ବର୍ଷ ହେବ ଏହିଭଳି ଜୀବନ ଜିଉଁଛନ୍ତି।

Jagatsinghpur News: ଅପହଞ୍ଚ ସରକାରୀ ଯୋଜନା, ପାଲ ତଳେ ଜୀବନ କାଟୁଛନ୍ତି ନିତ୍ୟାନନ୍ଦଙ୍କ ପରିବାର

About the Author