ଚାପମୁକ୍ତ ପରୀକ୍ଷା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆରା ପଦକ୍ଷେପ

Tele MANAS: ଗତ ମଙ୍ଗଳବାର ଅର୍ଥାତ୍ ୨୦ ତାରିଖ ଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା । ଇତି ମଧ୍ଯରେ ମାତୃଭାଷା ଓ ଇଂରାଜୀ ପରୀକ୍ଷା ଶେଷ ହୋଇଛି । ରାଜ୍ୟର ପ୍ରାୟ ୩ ହଜାର ୪୭ଟି କେନ୍ଦ୍ରରେ ପରୀକ୍ଷା କରାଯାଉଛି।

ଚାପମୁକ୍ତ ପରୀକ୍ଷା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଆରା ପଦକ୍ଷେପ

About the Author