Accident News: ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା, ଦୁଇ ମୃତ

Bhadrak Accident: ଜାତୀୟ ରାଜପଥ-୧୬ରେ ଶୁକ୍ରବାର ସକାଳେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଷ୍ଣୁପୁର ଛକରେ ସିରିଜ୍‌ ଦୁର୍ଘଟଣାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ହୋଇଛି। ଏଠାରେ ଏକ ଟ୍ରକ୍‌କୁ ଟ୍ୟାଙ୍କର ଧକ୍କା ଦେବା ପରେ କାରକୁ ଟ୍ରକ୍‌ ଧକ୍କା ଦେଇଥିବା ସୂଚନା ମିଳିଛି ।

Accident News:  ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା, ଦୁଇ ମୃତ
Image Credit: ସୌଜନ୍ୟ-ସୋସିଆଲ ମିଡିଆ

About the Author