Amla Navami 2023: ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ନେଇ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼

Amla Navami 2023: ଆଜି ହେଉଛି ପବିତ୍ର ଅଳାଁ ନବମୀ ବା ରାଧା ପାଦ ଦର୍ଶନ । ଓଡ଼ିଆଣୀ ବେଶରେ ସଜେଇ ହେବେ ମାଆ ରାଧାରାଣୀ । ଏନେଇ ପୁରୀ ସାକ୍ଷୀଗୋପାଳ ମନ୍ଦିରରେ ଏହି ଦୁର୍ଲଭ ପାଦ ଦର୍ଶନ କରି ସୌଭାଗ୍ୟ ଲାଭ କରିବା ନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ଭିଡ଼ ଜମିଛି ।

Amla Navami 2023: ଆଜି ପବିତ୍ର ଅଁଳା ନବମୀ, ରାଧାପାଦ ଦର୍ଶନ ନେଇ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼
Image Credit: ସୌ(ସୋସିଆଲ ମିଡିଆ)

About the Author