Amrit Bharat: ରାଜ୍ୟରେ ଗଡ଼ିଲା ଅମୃତ ଭାରତ, ରେଳ ଷ୍ଟେସନରେ ସ୍ବାଗତ କଲେ ଅପରାଜିତା ଷଡ଼ଙ୍ଗୀ

Amrit Bharat Express: ଅମୃତ ଭାରତ ଏକ୍ସପ୍ରେସ (Amrit Bharat Express) ଭୁବନେଶ୍ବର ଷ୍ଟେସନରେ (Bhubaneswar Station) ପହଁଞ୍ଚିବା ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ (Aparajita Sarangi), ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଓ ସୁଲତା ଦେଓ ଉପସ୍ଥିତ ରହି ଅମୃତ ଭାରତକୁ ସ୍ବାଗତ କରିଥିଲେ। ଏହି ଟ୍ରେନ୍ ଟି ମାଲଦା ଟାଉନରୁ ବେଙ୍ଗଲୁରୁ ମଧ୍ଯରେ ଚଳାଚଳ କରିବ । ।

Amrit Bharat: ରାଜ୍ୟରେ ଗଡ଼ିଲା ଅମୃତ ଭାରତ, ରେଳ ଷ୍ଟେସନରେ ସ୍ବାଗତ କଲେ ଅପରାଜିତା ଷଡ଼ଙ୍ଗୀ
Image Credit: ସୌ(ସୋସିଆଲ ମିଡିଆ)

About the Author