ପିଏମ ମୋଦୀଙ୍କୁ ଭେଟିବାକୁ ଯାଉଥିଲେ ପିହୁ ମାଆ, ଅଧାବାଟରୁ ଟେକିନେଲା ପୋଲିସ

ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ ପିହୁର ମାଆ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପୂର୍ବରୁ ଅଧା ରାସ୍ତାରୁ ତାଙ୍କୁ ଟେକିନେଇଛି ପୋଲିସ ।

ପିଏମ ମୋଦୀଙ୍କୁ ଭେଟିବାକୁ ଯାଉଥିଲେ ପିହୁ ମାଆ, ଅଧାବାଟରୁ ଟେକିନେଲା ପୋଲିସ

About the Author