ବୈତରଣୀ ନଦୀ କୁଣ୍ଡେଶ୍ୱର ଘାଟରେ ବୁଡିଗଲେ କଲେଜ୍ ଛାତ୍ର

ବୈତରଣୀ ନଦୀରେ ବୁଡ଼ି କଲେଜ୍ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଛାତ୍ରଙ୍କ ଘର ଘସିପୁରା ଥାନା ନିକଟ ଗୁହାଳିଆ ଅଞ୍ଚଳର ଯୁବକ ରଞ୍ଜିତ ଜେନା । ସାଙ୍ଗମାନଙ୍କ ସହ କୁଣ୍ଡେଶ୍ୱର ଘାଟରେ ଗାଧୋଉଥିବା ସମୟରେ ଗୋଡ ଖସିଯିବାରୁ ଗଣ୍ଡରେ ଭାସିଯାଇଥିଲେ ରଞ୍ଜିତ୍ ।

ବୈତରଣୀ ନଦୀ କୁଣ୍ଡେଶ୍ୱର ଘାଟରେ ବୁଡିଗଲେ କଲେଜ୍ ଛାତ୍ର

About the Author