Crime News: ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୋଷୀକୁ ମୃତ୍ୟୁଦଣ୍ଡ

Crime News: ୨୦୨୮ ମସିହାରେ ଜଣେ ନିରୀହ ୩ ବର୍ଷର ନାବାଳିକାକୁ ପ୍ରଥମେ ଦୁଷ୍କର୍ମ ଏବଂ ପରେ ହତ୍ୟା ଘଟଣାରେ ଜଣେ ୨୫ ବର୍ଷର ଯୁବକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଏହି ମାମଲାରେ ଅତିରିକ୍ତ ଜିଲ୍ଲା ଜଜ୍ ଶଶି ଚୌହାନଙ୍କ କୋର୍ଟ ଅପରାଧୀକୁ ୨୫ ହଜାର ଟଙ୍କା ଜରିମାନା କରିଥିଲେ । ଏଥିସହିତ ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି।

Crime News: ୩ ବର୍ଷର ନାବାଳିକାକୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ଦୋଷୀକୁ ମୃତ୍ୟୁଦଣ୍ଡ

About the Author