ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ବଢୁଛି ଭିଡ଼

ଆସନ୍ତା କାଲି ପବିତ୍ର ମାଘ ସପ୍ତମୀ । ବଡି ଭୋର୍ ସମୟରୁ ଚନ୍ଦ୍ରଭାଗାରେ ବୁଡ ପକାଇବା ପାଇଁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ । ସୂଚନା ଅନୁଯାୟୀ ଭୋର ୪ଟା ୩୪ ସମୟରେ ଚନ୍ଦ୍ରଭାଗା ବୁଡ ପାଇଁ ସମୟ ଧାର୍ଯ୍ୟ ହୋଇଛି । ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ବଢୁଛି ଭିଡ଼

About the Author