ଦୀର୍ଘ ବର୍ଷ ହେବ ଧରୁଥିଲେ ସାପ, ଆଜି ଚୋଟରେ ଗଲା ଜୀବନ

ଥାନା ପରିସରରେ ଥିବା ପୋଲିସ ଏବଂ ଅନ୍ୟ ବ୍ୟକ୍ତିମାନଙ୍କୁ ସେ ଡବାରୁ ସାପଟିକୁ ବାହାର କରି ଦେଖାଇଥିଲେ । ସେହି ସମୟରେ ଅସାବଧାନତା କାରଣରୁ ସାପ କାମୁଡାର ଶିକାର ହୋଇଥିଲେ ଗୌର ।

ଦୀର୍ଘ ବର୍ଷ ହେବ ଧରୁଥିଲେ ସାପ, ଆଜି ଚୋଟରେ ଗଲା ଜୀବନ

About the Author