Old Pension Scheme: ପୁରୁଣା ପେନସନ୍ ପାଇଁ ଦିଲ୍ଲୀରେ ୫ ଲକ୍ଷ କର୍ମଚାରୀଙ୍କ ମହାସମାବେଶ

Pension Holder Strike at Delhi: ପୁରୁଣା ପେନସନ୍ ବ୍ୟବସ୍ଥା ଲାଗୁ କରିବା ଦାବିରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଏତିହାସିକ ରାମଳୀଳା ମଇଦାନ ଠାରେ ଆୟୋଜିତ ହୋଇଯାଇଛି ନୂତନ ପେନସନ୍ଭୂକ୍ତ କର୍ମଚାରୀଙ୍କ ମହାସମାବେଶ।

Old Pension Scheme: ପୁରୁଣା ପେନସନ୍ ପାଇଁ ଦିଲ୍ଲୀରେ ୫ ଲକ୍ଷ କର୍ମଚାରୀଙ୍କ ମହାସମାବେଶ

About the Author