Odisha News: ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମାଆ ଶାରଳା ମନ୍ଦିର ଗସ୍ତ
Advertisement
Article Detail0/zeeodisha/odisha2430598

Odisha News: ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମାଆ ଶାରଳା ମନ୍ଦିର ଗସ୍ତ

Odisha News: ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମାଆ ଶାରଳା ମନ୍ଦିର ଗସ୍ତ। ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ମନ୍ଦିର ଗସ୍ତ କରି ମାଆଙ୍କ ଆଶିଷ ଭିକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ଗତକାଲି ରାତି ୧୦ ଟା ରେ ଶ୍ରୀ ସିଂହଦେଓ ବିଦ୍ୟଦ୍ରପୁର ଠାରେ ଏକ ସାମାଜିକ ଉତ୍ସବରେ ଯୋଗ ଦେବା ସହ ମାଆ ଶାରଳାଙ୍କ ମନ୍ଦିରକୁ ଆସି ମାଆଙ୍କ ଦର୍ଶନ କରିଥିଲେ। 

Odisha News: ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମାଆ ଶାରଳା ମନ୍ଦିର ଗସ୍ତ

Odisha News: (ନାରାୟଣ ବେହେରା)  ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମାଆ ଶାରଳା ମନ୍ଦିର ଗସ୍ତ। ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମାଆ ଶାରଳାଙ୍କ ମନ୍ଦିର ଗସ୍ତ କରି ମାଆଙ୍କ ଆଶିଷ ଭିକ୍ଷା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ । ଗତକାଲି ରାତି ୧୦ ଟା ରେ ଶ୍ରୀ ସିଂହଦେଓ ବିଦ୍ୟଦ୍ରପୁର ଠାରେ ଏକ ସାମାଜିକ ଉତ୍ସବରେ ଯୋଗ ଦେବା ସହ ମାଆ ଶାରଳାଙ୍କ ମନ୍ଦିରକୁ ଆସି ମାଆଙ୍କ ଦର୍ଶନ କରିଥିଲେ। ଦର୍ଶନ ପରେ ଉପସ୍ଥିତ କିଛି ସ୍ଥାନୀୟ ଲୋକଙ୍କ ଗ୍ରିଭାନ୍ସ ବୁଝିଥିଲେ। ଶାରଳା ମନ୍ଦିରରେ ଚାଲିଥିବା ଉର୍ଣ୍ଣୟନ ମୂଳକ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ବାବଦରେ ଦୃଷ୍ଟି ଆକର୍ଷଣ କରିବାରୁ ଆଇନ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରାଯିବ ବୋଲି କହିବା ସହ ଆଉ ଯାହା ଅର୍ଥ ଆବଶ୍ୟକ ପଡିବ ତାଙ୍କ ସରକାର କିପରି ସମ୍ପୂର୍ଣ ସହଯୋଗ କରିବେ ସେ ସଂପର୍କରେ ଆଲୋଚନା କରିଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଓ ଜିଲାର ଅନ୍ୟାନ୍ୟ ଦଳୀୟ କର୍ମକର୍ତା ଉପସ୍ଥିତ ଥିଲେ।