Odisha News: କେବେ ଥିଲେ ବିଧାୟକ ଏବେ ବିଶ୍ୱବିଦ୍ୟାଳୟର ଜଣେ...

Odisha News: ଦିନେ ସେ ବିଧାୟକ ଥିଲେ। ବାପା ଓ ମା’ଙ୍କ ଦ୍ୱାରା ସୃଷ୍ଟି କରାଯାଇଥିବା ରାସ୍ତାରେ ଜନସେବା ପାଇଁ ପାଦ ଥାପିଥିଲେ। ତାଙ୍କ ପାଖରେ ୩୩ କୋଟିରୁ ଅଧିକ ସମ୍ପତ୍ତିର ମାଲିକାନା ବି ରହିଛି। କିନ୍ତୁ ନିର୍ବାଚନରେ ହାରିବା ପରେ ସେ ହୋଇଛନ୍ତି ଜଣେ ବିଶ୍ୱବିଦ୍ୟାଳୟ କର୍ମଚାରୀ। ପୁଣି ଜଣେ ପୂର୍ବତନ ସାଂସଦଙ୍କ ଛତ୍ରଛାୟାରେ।

Odisha News: କେବେ ଥିଲେ ବିଧାୟକ ଏବେ ବିଶ୍ୱବିଦ୍ୟାଳୟର ଜଣେ...

About the Author